Browsing Tag

Ganjam Administration

ଆସନ୍ତା ୯ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାରେ ଦୋକାନବଜାର ଅପରାହ୍ନ ୨ଟାରୁ ବନ୍ଦ ରହିବ, ଜିଲ୍ଲାପାଳ ଦେଲେ ସୂଚନା

ବ୍ରହ୍ମପୁର –ଆସନ୍ତା ୯ ତାରିଖ ଯାଏଁ ବ୍ରହ୍ମପୁର ମହାନଗର ନିଗମ ଅଂଚଳ ସମେତ ଗଞ୍ଜାମ ଜିଲ୍ଲାର ସବୁ ସହରାଂଚଳରେ ଦୋକାନ ବଜାର ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ହସପିଟାଲରେ କୋରୋନା ରୋଗୀଙ୍କୁ ଅକ୍ସିଜେନ୍…

ବ୍ରହ୍ମପୁର ଏମକେସିଜିରେ ଅକ୍ସିଜେନ ଅଭାବ ଖବର ଗୁଜବ : ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର- ରେଶମ ସହରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସପିଟାଲରେ ଅକ୍ସିଜେନ ଅଭାବ ଖବର ଗୁଜବ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଭଳି ଖବର କେବଳ ଗୁଜବ ବୋଲି କହିଛନ୍ତି । ଯଥେଷ୍ଟ ପରିମାଣରେ ଅକ୍ସିଜେନ ମହଜୁଦ ଅଛି ଓ…

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମପୀଠ ଓ ପର୍ଯ୍ୟଟନ ସ୍ଥଳୀରେ ସର୍ବସାଧାରଣ କଟକଣା ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି

ବ୍ରହ୍ମପୁର –କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଏହି ମାସ ୧୪ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ ସ୍ଥଳରେ ଜାରି କରାଯାଇଥିବା କଟକଣାକୁ ଆସନ୍ତାମାସ ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ଜିଲ୍ଲା ପ୍ରଶାସନ । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ…