Browsing Tag

Ganjam

ସହସ୍ରାଧିକ ବର୍ଷର ପରମ୍ପରା ଦଣ୍ଡନାଚ: ଆଧ୍ୟାତ୍ମିକ ଭାବଧାରା ସହ ନୃତ୍ୟ ଶୈଳୀର ଅନନ୍ୟ ମିଶ୍ରଣ

କଠୋର ଶାରୀରିକ ଓ ମାନସିକ ସାଧନା... ନିଜ ଶରୀରକୁ କଷ୍ଟ ଦେଇ ଦେବୀଙ୍କୁ ସନ୍ତୁଷ୍ଟ କରାଇ ମନୋସ୍କାମନା ପୂରଣ କରିବାର ଉଚ୍ଚ ଆଧ୍ୟାତ୍ମିକ ସାଧନା... ଖାଦ୍ୟପେୟରୁ ଆରମ୍ଭ କରି ଶୟନ ଓ ଜାଗରଣ ପର୍ଯ୍ୟନ୍ତ ସବୁକୁ ନିର୍ଦ୍ଧାରିତ ରୀତିନୀତି ମଧ୍ୟରେ ସମ୍ପାଦନ... ଏମିତି ଅନେକ କିଛି ଉପାଦାନର…

ନିଜ ବନ୍ଧୁକ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀଙ୍କ ମୃତ୍ୟୁ

ଭଞ୍ଜନଗର: ଶୁକ୍ରବାର ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ ଅଘଟଣ ଘଟିଛି। ନିଜେ ରଖିଥିବା ବନ୍ଧୁକରୁ ଅଘଟଣବଶତଃ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗୋଙ୍କ ମୃତ୍ୟୁ ଘଟିଛି। ଦେବ ଗମାଙ୍ଗୋ ଆଜି ଗାଙ୍ଗପୁର ଥାନା ପରିସରରେ ଅଣ୍ଟାରେ ନିଜ ବନ୍ଧୁକ ରଖୁଥିଲେ। ତେବେ…

ରାଜନୀତି ମଇଦାନରେ ଚମକିଲେ ଗୋପବନ୍ଧୁ

ବ୍ରହ୍ମପୁର: ଇତିହାସର ପୁନରାବୃତ୍ତି ଆଉ ଇତିହାସରେ ପରିବର୍ତ୍ତନ ମଧ୍ୟ। ହଁ ଏକାଥରକେ ଉଭୟ ଉଲ୍ଲେଖନୀୟ ଘଟଣା ଦେଖିବାକୁ ମିଳିଛି ଯେବେ ପଞ୍ଚାୟତ ନିର୍ବାଚନର ଫଳ ସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗଞ୍ଜାମ ଜିଲ୍ଲାରେ ଲଗାତାର ପଞ୍ଚମ ଥର ପାଇଁ…

ହିଂସାମୁକ୍ତ, ଅବାଧ ନିର୍ବାଚନ ଲକ୍ଷ୍ୟରେ ଗଞ୍ଜାମ ପୋଲିସ

ଗଞ୍ଜାମ ରାଜସ୍ବ ଜିଲ୍ଲାରେ ରହିଛି ଦୁଇ ଗୋଟି ପୋଲିସ ଜିଲ୍ଲା ଯଥା ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା। ଆକାର କୁହନ୍ତୁ ବା ପୋଲିସ ଥାନା ସଂଖ୍ୟା କୁହନ୍ତୁ, ଗଞ୍ଜାମ ପୋଲିସ ଜିଲ୍ଲା ବଡ଼ ଅଟେ। ଏହି ପୋଲିସ ଜିଲ୍ଲାରେ ରହିଛି ୨୪ ଗୋଟି ବିଭିନ୍ନ ଅଞ୍ଚଳର ଓ ବିଭିନ୍ନ କିସମର ଥାନା। ଖୋର୍ଦ୍ଧା…