Browsing Tag

Ganjam

ସ୍ଥଳସେନା ମୁଖ୍ୟ ଥିଲା ବେଳେ ୨୦୧୯ରେ ବ୍ରହ୍ମପୁର ଗୋଳାବନ୍ଧ ଆସିଥିଲେ ବିପିନ ରାୱତ

ବ୍ରହ୍ମପୁର- ହେଲିକପଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ଜେନେରାଲ ବିପିନ ରାୱତ ୨୦୧୯ ମସିହା ସେପଟେମ୍ବର ମାସରେ ବ୍ରହ୍ମପୁର ଗୋଳାବନ୍ଧ ମିଲିଟାରୀ ଷ୍ଟେସନ ତଥା ଆର୍ମି ଏୟାର ଡିଫେନ୍ସ କଲେଜ ଆସିଥିଲେ । ସ୍ୱତନ୍ତ୍ର ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ଏୟାର ଡିଫେନ୍ସ…

ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

ଭୁବନେଶ୍ୱର- ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜିଲ୍ଲା ଗଞ୍ଜାମ ଗସ୍ତ କରିବେ । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ନିଜ ବିଧାନସଭା ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରୁ ସ୍ମାର୍ଟ ହେଲ୍‌ଥ…

ବାତ୍ୟା ପ୍ରଭାବ : ଆସନ୍ତା ୨୪ ଘଣ୍ଟା ଯାଏଁ ବର୍ଷା ସତର୍କତା, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୫୮ ମିମି ବର୍ଷା

ଭୁବନେଶ୍ୱର- ଗଭୀର ଅବପାତରେ ପରିଣତ ହୋଇଥିବା ବାତ୍ୟା ଜୱାଦ ବର୍ତ୍ତମାନ ଗୋପାଳପୁରଠାରୁ ୧୩୦ କିମି, ପୁରୀରୁ ୧୮୦, ପାରାଦୀପଠାରୁ ୨୭୦ କିମି ଦୂରରେ ରହିଛି । ଏ ନେଇ ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସୁଦ୍ଧା ଜୱାଦ ପୁରୀ ଉପକୂଳ ନିକଟବର୍ତ୍ତୀ ହେବ…

ଗଞ୍ଜାମ ଜିଲ୍ଲାରେ ୨୨୬ ଗର୍ଭବତୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର, ବ୍ରହ୍ମପୁରରେ ନାଳ ସଫେଇ ତ୍ବରାନ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଗର୍ଭବତୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆସିଛି। ସେଥିପାଇଁ ସାରା ଜିଲ୍ଲାରେ ପ୍ରସୂତୀଙ୍କୁ ଆଗୁଆ ସୁରକ୍ଷିତ ପ୍ରସବ ସକାଶେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେମିତି ବାତ୍ୟା ସମୟରେ ସେମାନଙ୍କୁ କୋୖଣସି ସମସ୍ୟାର ସମ୍ମୁଖୀନ…