Browsing Tag

Gopalpur MLA Pradeep Panigrahi

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର- ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବହିଷ୍କୃତ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଇଡିରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ । ଚତୁର୍ଥ ଥର ନୋଟିସ ପରେ ସେ ହାଜର ହୋଇଛନ୍ତି । ଗତ…

‘ଗୋପାଳପୁର ବିଧାୟକ ପଦ ଛାଡ଼’ ଦାବି ଜୋର ଧରିଲା

ଗୋପାଳପୁର: ପ୍ରଥମେ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ବିଶ୍ୱାସ ଭାଙ୍ଗିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ନିଯୁକ୍ତି କରାଇ ଦେବେ କହି ଶହ ଶହ ଆଶାୟୀ ଯୁବକ ଯୁବତୀଙ୍କ ଠାରୁ ବିପୁଳ ଅର୍ଥ ସଂଗ୍ରହ କରି ଠକେଇ କଲେ। ଯେତେବେଳେ ଏହା ପ୍ରଘଟ ହେଲା, ବିଜେଡି ସୁପ୍ରିମୋ ଜନସ୍ବାର୍ଥ…

ଭିଜିଲାନ୍ସ ଚଢାଉ ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଓ ୨୪ ଲକ୍ଷ ଟଙ୍କାର ହାର ମିଳିଲା

ଭୁବନେଶ୍ୱର – ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିଜିଲାନ୍ସ ଚଢାଉ ପରେ ଜବତ ସାମଗ୍ରୀର ତଥ୍ୟ ମିଳିଛି । ବିଧାୟକଙ୍କ ଘରୁ ୧ ହଜାର ୪୪୦ ଗ୍ରାମ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ନେକଲେସ ମିଳିଛି । ଏଥିସହ ଜମିଜମା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଦୀର୍ଘ ୨୩ ଘଣ୍ଟାର ଭିିଜିଲାନ୍ସ ଚଢାଉ ଶେଷ

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ସାରା ରାତି ଭିଜିଲାନ୍ସ ଚଢାଉ କରିଛି । ଦୀର୍ଘ ୨୩ ଘଣ୍ଟା ଚଢାଉ ପରେ ଆଜି ସକାଳ ୬ଟାରେ ପ୍ରଦୀପଙ୍କ ଘରୁ ଫେରିଛି ଭିଜିଲାନ୍ସ । ବହୁ ଜମିଜମା ସଂପତ୍ତିର କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଜବତ…