Browsing Tag

High School Transformation

କେନ୍ଦ୍ରାଞ୍ଚଳ ଜିଲ୍ଲାମାନଙ୍କରେ ଖୁବ୍‌ ଶିଘ୍ର କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ,  ଉଚ୍ଚମାନର ଶିକ୍ଷା ନିମନ୍ତେ…

ଭୁବନେଶ୍ୱର: କେନ୍ଦ୍ରୀୟ ରାଜସ୍ବ ଡିଭିଜନ୍ ଅନ୍ତର୍ଗତ ଜିଲ୍ଲାମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିଘ୍ର କାର୍ଯ୍ୟକ୍ଷମ ହେବ । ଉଚ୍ଚମାନର ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଗୁଡ଼ିକୁ ପୂର୍ଣ୍ଣରୂପେ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ…

ସୁନ୍ଦରଗଡ଼ : ପିଲାଙ୍କ ମନରେ ଉତ୍ସାହ ଭରୁଛି ହାଇସ୍କୁଲ ରୂପାନ୍ତରଣ

ସୁନ୍ଦରଗଡ଼ : କୁତ୍ରା ହାଇସ୍କୁଲ ଛାତ୍ର ଛାତ୍ରୀ କେବେ କଳ୍ପନା କରିନଥିଲେ ଯେ ଦିନେ ସେମାନେ ଏଭଳି ଏକ ବାତାବରଣ ଭିତରେ ପାଠ ପଢିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଆଜି ଏମାନଙ୍କ ମନରେ ଉତ୍ସାହ ଭରିଦେଇଛି । ଆମ ସ୍କୁଲର ଚେହେରା ପୂରା ବଦଳି ଯାଇଛି। ଆଗର ପୁରୁଣା ଡେସ୍କ…

ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଓମ୍ବାଡିସି ପାଣ୍ଠିରୁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ , ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ…

୫-ଟି ସ୍କୁଲ ରୂପାନ୍ତରଣ : ସ୍କୁଲର ରୂପାନ୍ତର ପିଲାମାନଙ୍କ ଭିତରେ ମଧ୍ୟ ରୂପାନ୍ତର ଆଣିପାରିଛି, ଆତ୍ମବିଶ୍ବାସ ବୃଦ୍ଧି…

ଭୁବନେଶ୍ବର: ୫ଟି କାର୍ଯ୍ୟକ୍ରମ ର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଆଜି ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ…

୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ : ଉନ୍ନତ ଭବିଷ୍ୟତର ମୂଳଦୁଆ

ଲେଖକ: ପ୍ରତିଭା ନେପାକ ମହାପୁରୁଷଙ୍କ ଜୀବନକୁ ଯେତେବେଳେ ଲକ୍ଷ୍ୟ କରାଯାଏ, ସେତେବେଳେ ଜଣାପଡ଼େ ଯେ ବିଦ୍ୟାଳୟ ଶିକ୍ଷା ସମୟରେ ହିଁ ସେମାନଙ୍କ ମହାନତାର ମୂଳଦୁଆ ପଡ଼ିଥିଲା। ଶୈଶବରୁ ହିଁ ସେମାନେ ଅନ୍ୟ ପାଇଁ ଆଦର୍ଶ ନଜିର ସୃଷ୍ଟି କରିଥିଲେ। ଆଉ ସେଥିରେ ସହାୟକ ହୋଇଥିଲା ସେମାନଙ୍କ…

୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍: ଚତୁର୍ଥ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ…

ପିଲାଙ୍କ ସଫଳତା ହେବ ଆମ ଉଦ୍ୟମର ସବୁଠାରୁ ବଡ ପୁରସ୍କାର: ମୁଖ୍ୟମନ୍ତ୍ରୀ ନଭେମ୍ବର ୧୪ରେ ଲୋକାର୍ପିତ ହେବ ୫-ଟି କାର୍ଯ୍ୟକ୍ରମରେ ରୂପାନ୍ତରିତ ୧୦୭୦ ସ୍କୁଲ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ଚତୁର୍ଥ ପର୍ଯ୍ୟାୟରେ ୫ଟି କାର୍ଯ୍ୟକ୍ରମ ରେ ଆଉ ୧୦ଟି…

୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍… ସାମଗ୍ରୀକ ବିକାଶର ଅନୁଭୂତି

ଲେଖକ: ପ୍ରତିଭା ନେପାକ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ହାଇସ୍କୁଲ ଶିକ୍ଷାରେ କୌଣସି ଫରକ ରହିବନି। ସହରାଞ୍ଚଳର ବଡ଼ ବଡ଼ ଘରୋଇ ଇଂରାଜୀ କିମ୍ବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ କୌଣସି ଗୁଣରେ କମ୍ ହେବନି ଉପାନ୍ତ ଗ୍ରାମାଞ୍ଚଳର ଉଚ୍ଚବିଦ୍ୟାଳୟ। ମଫସଲ ଅଞ୍ଚଳର ଛାତ୍ରଛାତ୍ରୀ ବି ପାଇବେ…

ହାଇସ୍କୁଲ କ୍ୟାମ୍ପସରେ ଟ୍ରାନ୍ସଫର୍ମେସନର ବାସ୍ତବ ଉଦାହରଣ

ଲେଖକ: ପ୍ରତିଭା ନେପାକ ବ୍ରହ୍ମପୁର: ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ହେଲେ ସେମାନଙ୍କୁ ଏବେଠାରୁ ଉପଯୁକ୍ତ ଶିକ୍ଷା ଦେବାକୁ ହେବ। ସେଥିପାଇଁ ଆବଶ୍ୟକ ଉଚିତ ଶୈକ୍ଷିକ ବାତାବରଣ, ଆନୁସଙ୍ଗିକ ସାଜସରଞ୍ଜାମ, ସର୍ବୋପରି ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଏଭଳି ଆଗ୍ରହ ସୃଷ୍ଟି କରିବା ଯେ ସେମାନେ…

ଝଲସି ଉଠୁଛି ରୂପାନ୍ତରିତ ଶିକ୍ଷାୟତନ

ଲେଖକ: ପ୍ରତିଭା ନେପାକ ବ୍ରହ୍ମପୁର: ବଦଳିଛି ବିଦ୍ୟାଳୟର ଚେହେରା। ଶିକ୍ଷାୟତନର ପରିସରରେ ଦେଖାଦେବାରେ ଲାଗିଛି ରୂପାନ୍ତରଣର ଝଲକ। ସବୁଠୁ ବଡ଼ କଥା ହେଲା ଛାତ୍ରଛାତ୍ରୀ ପାଇବେ ଯୁଗପଯୋଗୀ ଓ ଆଧୁନିକ ଶିକ୍ଷା। ଯେକୌଣସି ବ୍ୟୟବହୁଳ ଘରୋଇ ଅଥବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିବେଶ ଠାରୁ…