Browsing Tag

ICC

ସ୍ପଷ୍ଟ କଲେ ଗାଙ୍ଗୁଲି, ୟୁଏଇ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରୁ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି । ଏହି ମେଗା ଇଭେଣ୍ଟ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ଯେ, ଟି୨୦ ବିଶ୍ୱକପକୁ ୟୁଏଇ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ, ଚତୁର୍ଥ ଦିବସର ଖେଳ ବାତିଲ୍‌, ପ୍ରଶଂସକ ନିରାଶ

ସାଉଥମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ ସାଜିଛି । ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ରିଜର୍ଭ ଦିବସକୁ ମିଶାଇ ଆଉ ଦୁଇଦିନର ଖେଳ ବାକି ଥିଲେ ମଧ୍ୟ ଏହି ଐତିହାସିକ ମ୍ୟାଚ୍ ଡ୍ର’ରେ ଶେଷ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ପାଳି ସମ୍ଭାଳିଲେ କୋହଲି, ରାହାଣେ, ଭାରତ ୧୪୬/୩

ସାଉଥମ୍ପଟନ,୧୯ ।୬: ପ୍ରଥମ ଦିନ ବର୍ଷାରେ ଧୋଇ ହୋଇଯିବା ପରେ ବିଶ୍ୱ ଟେଷ୍ଟ ଚାମ୍ପୟନସିପ ଫାଇନାଲର ଦ୍ୱିତୀୟ ଦିବସର ଖେଳ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲେ ମଧ୍ୟ ମାତ୍ର ୬୪.୪ ଓଭର ସମ୍ଭବ ହୋଇଛି । ଖରାପ ଆଲୋକ ଯୋଗୁଁ ଦ୍ବିତୀୟ ଦିନର ଖେଳ ଆଗୁଆ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ବେଳକୁ ଭାରତ…