Browsing Tag

ICC

ଦଶନ୍ଧିର ଶ୍ରେଷ୍ଠ ଦିନିକିଆ, ଟି-୨୦ ଓ ଟେଷ୍ଟ ଦଳ ଘୋଷଣା କଲା ଆଇସିସି, ଧୋନି ଓ କୋହଲିଙ୍କ ପ୍ରାଧାନ୍ୟ

ଦୁବାଇ - ଗତ ୧୦ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି । ଏହି ଦଶନ୍ଧିର ଶ୍ରେଷ୍ଠ ପ୍ରଦର୍ଶନ ଆଧାରରେ ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ଦଳ ଚୟନ କରିଛି। ଏହି ସବୁ ‌ ଦଳରେ ବିରାଟ କୋହଲି ଏବଂ…

ଗ୍ରେଗ୍ ବାର୍‌କ୍ଲେ ଆଇସିସିର ନୂଆ ଅଧ୍ୟକ୍ଷ

ପ୍ୟାରିସ୍ – ନ୍ୟୁଜିଲାଣ୍ଡର ଗ୍ରେଗ୍ ବାରକ୍ଲେ ଆଇସିସିର ନୂଆ ସ୍ୱାଧୀନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦ ପାଇଁ ହୋଇଥିବା ନିର୍ବାଚନରେ ବାରକ୍ଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହଂକଂର ଇମ୍ରାନ ଖ୍ୱାଜାଙ୍କୁ ହରାଇଥିଲେ । ବାରକ୍ଲେ ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ଅଧ୍ୟକ୍ଷ ହେବା…

ଆଇସିସିର ନୂଆ ନିୟମ: କ୍ରିକେଟ୍ ଖେଳିବା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ହେବା ଆବଶ୍ୟକ

ଦୁବାଇ – କ୍ରିକେଟ ଖେଳିବା ପାଇଁ ଆଇସିସି ସର୍ବନିମ୍ନ ବୟସସୀମା ଧାର୍ଯ୍ୟ କରିଛି । ଏଣିକି ୧୫ ବର୍ଷରୁ କମ୍ ବୟସର କେହି କ୍ରିକେଟ୍ ଖେଳିପାରିବେ ନାହିଁ । ଆଇସିସିର ନୂଆ ନିୟମାନୁସାରେ କ୍ରିକେଟରେ ପଦାର୍ପଣ କରିବାକୁ ଜଣେ ଖେଳାଳିଙ୍କୁ ଅତିକମ୍ ରେ ୧୫ ବର୍ଷ ହେବାକୁ ପଡିବ । କ୍ରିକେଟ ଓ…