Browsing Tag

Lingaraj Temple

ଏକାମ୍ର କ୍ଷେତ୍ର ପାଇଁ ଏନଏମଏ ଉପନିୟମ ବିରୋଧରେ ଦୀପଜାଳି ପ୍ରତିବାଦ କଲେ ରାଜଧାନୀବାସୀ

ଭୁବନେଶ୍ୱର-ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରୁ ଏନଏମଏର ବିବାଦୀୟ ବାଇ-ଲ’ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନଏମଏ ଉପନିୟମ ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଆଜି ରାଜଧାନୀ ବାସିନ୍ଦା ଦୀପ ଜାଳି ଉପନିୟମକୁ ବିରୋଧ…

ଲିଙ୍ଗରାଜ ମନ୍ଦିର ସଂପର୍କିତ ବାଇ-ଲ’ ପ୍ରତ୍ୟାହାର ଦାବି କଲେ ସେବାୟତ ନିଯୋଗ

ଭୁବନେଶ୍ୱର- ଲିଙ୍ଗରାଜ ମନ୍ଦିର ସଂପର୍କିତ ବାଇ-ଲ’ ପ୍ରତ୍ୟାହାର ଦାବି କରିଛି ସେବାୟତ ନିଯୋଗ । ଏହା ପ୍ରତ୍ୟାହାର ନ ହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ୪ଟି ସେବାୟତ ନିଯୋଗ ପକ୍ଷରୁ ଚେତାବନୀ ଦିଆଯାଇଛି । ମନ୍ଦିରର ଉନ୍ନତିକରଣ କାମ ବନ୍ଦ ପାଇଁ ରାଜନୀତି କରାଯାଉଥିବା ଅଭିଯୋଗ କରିଛି ସେବାୟତ…

ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ବୟସ ସୀମା ପ୍ରତିବନ୍ଧକ ହଟିଲା

ଭୁବନେଶ୍ୱର- ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ସବୁ ବୟସର ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇଛି । ଶ୍ରଦ୍ଧାଳୁଙ୍କ ବୟସ ସୀମା ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ତେବେ ଶ୍ରଦ୍ଧାଳୁଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ନିଗମ ପକ୍ଷରୁ ଲିଙ୍ଗରାଜ…

ଭକ୍ତଙ୍କ ପାଇଁ ଖୋଲିଲା ଲିଙ୍ଗରାଜ ମନ୍ଦିର, ଡିସେମ୍ବର ୩୧ ତାରିଖ ଯାଏଁ କେବଳ ସେବାୟତ ପରିବାର କରିବେ ଦର୍ଶନ

ଭୁବନେଶ୍ୱର- ଦୀର୍ଘ ୯ ମାସ ପରେ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି । କୋଭିଡ କଟକଣା ମଧ୍ୟରେ ଆଜିଠାରୁ ଖୋଲିଛି ମନ୍ଦିର ।ା ଆଜିଠାରୁ ଡିସେମ୍ବର ୩୧ ତାରିଖ ଯାଏଁ କେବଳ ମନ୍ଦିର ସେବାୟତ ଓ ପରିବାର ଲୋକେ ହିଁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ୧ ଓ ୨ ତାରିଖ ମନ୍ଦିର…

୯ ମାସ ପରେ କାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର , ଡିସେମ୍ବର ୩୧ ଯାଏଁ ସେବାୟତ ଓ ପରିବାର ସଦସ୍ୟ କରିବେ ଦର୍ଶନ

ଭୁବନେଶ୍ୱର- ଦୀର୍ଘ ୯ ମାସର ଅପେକ୍ଷା ଶେଷ ହେବ । ଆସନ୍ତାକାଲି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । କାଲିଠାରୁ ୩୧ ତାରିଖ ଯାଏଁ ମନ୍ଦିରରେ ସେବାୟତ ଓ ସେମାନଙ୍କ ପରିବାର ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବେ । ମନ୍ଦିର ଖୋଲିବା ପୂର୍ବରୁ ଆଜି ଏହାର ଚାରିପାଖ ବିଶୋଧନ କରାଯାଇଛି । ଜାନୁଆରୀ ୧ ଓ ୨…