Browsing Tag

Lord Jagannath

ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଶ୍ରୀଜୀଉଙ୍କ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତି ‘ବାଳଧୂପ ‘

ବାଳ ଅପ୍ରାଧ ଯୋଗୁ ଶ୍ରୀଜଗନ୍ନାଥଙ୍କ ଠାରେ ପାଳିତ ହୋଇଥାଏ ବାଳଧୂପ । ଏହା ଶ୍ରୀଜୀଉ ମାନଙ୍କ ଏକ ସ୍ଵତନ୍ତ୍ର ନୀତି । ଏହା ପଛରେ ରହିଛି ସୁନ୍ଦର ଏକ କିମ୍ବଦନ୍ତୀ। ରାଜା ପ୍ରତାପରୁଦ୍ର ଦେବଙ୍କ ସମୟର ଏକ ଘଟଣା । ରାଜା ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତଥିଲେ । ଆଶ୍ୱିନ ମାସ ଅଷ୍ଟମୀ ଦିନ…

ଆଜି ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସମ୍ବନ୍ଧରେ

ଆଜି ଆସନ୍ତୁ ଜାଣିବା ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ସମ୍ବନ୍ଧରେ :- ୧. ଚନ୍ଦନଲାଗି ବେଶ – ଏହିବେଶ ବୈଶାଖ ଅକ୍ଷୟ ତୃତୀୟାଠାରୁ ୨୧ଦିନ ପର୍ଯ୍ୟନ୍ତ ହୋଇଥାଏ | ୨. ଗଣେଷ ବା ହାତୀବେଶ – ଏହିବେଶ ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୋଇଥାଏ | ୩. ସୁନାବେଶ – ଏହିବେଶ କାର୍ତ୍ତିକ ପୂର୍ଣ୍ଣିମା,…

ମହାବାହୁଙ୍କ ଭକ୍ତି ରସରେ ସିକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଶ୍ରୀଜିଉଙ୍କ ବାହୁଡା ଯାତ୍ରାରେ ଗତକାଲି ଭାବାବେଗ ପରିବେଶ ଦେଖିବାକୁ ମିଳିଥିଲା । ରଥଟଣା ଚାଲିଥିବା ବେଳେ ପ୍ରବଳ ବର୍ଷାରେ ସେବାୟତଙ୍କ ସହିତ ଓଦା ହୋଇ ମହାପ୍ରଭୁଙ୍କ ଭକ୍ତି ରସରେ ମଜି ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ପ୍ରବଳ ବର୍ଷାରେ ସେବାୟତଙ୍କ ସହ…

ଶ୍ରୀମନ୍ଦିରରେ ଉଭା ଅମାବାସ୍ୟା ସହିତ ରଥ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଉଭା ଅମାବାସ୍ୟା। ପ୍ରତ୍ୟେକ ଅମାବାସ୍ୟା ପରି ଏହି ଅମାବାସ୍ୟାରେ ନାରାୟଣ ମହୋଦଧିକୁ ବିଜେ କରିବେ ନାହିଁ।ମହାପ୍ରଭୁ ସୁସ୍ଥତା ଅନୁଭବ କରିବା ପରେ କେବଳ ବିନା ଭକ୍ତରେ ୩ଦିନ ଧରି ସେବାୟତମାନେ ଦର୍ଶନର ସୁଯୋଗ ପାଇବେ। ଆଉ ଗୋଟିଏ ଦିନ ପରେ…

ଆଜି ମହାପ୍ରଭୁଙ୍କ ନବଯୈାବନ ଦର୍ଶନ

ପୁରୀ - ଅସୁସ୍ଥତା ଯୋଗୁଁ ଅଣସର ଘରେ ଦୀର୍ଘ ୧୫ ଦିନ ରହିଥିବା ମହାପ୍ରଭଙ୍କୁ ଆଜି ନବଯୌବନ ଦର୍ଶନ । ଅଣସର ପିଣ୍ଡିରେ ଆଜି ଲାଗି ହେବ ମହାପ୍ରସାଦ । ୧୫ ଦିନ ପରେ ଦର୍ଶନ ଦେବେ ଶ୍ରୀଜିଉ । ତେବେ କୋରୋନା କାରଣରୁ ଭକ୍ତ ନବଯୌବନ ଦେଖିପାରିବେ ନାହିଁ । ୧୨ ବର୍ଷ ପରେ ତିନି ଦିନ ଧରି ହେଉଛି…

ପୁରୀ: ପତିତପାବନ ନାମର ସାର୍ଥକତା

ଶ୍ରୀମନ୍ଦିର ପ୍ରବେଶ ପଥ ସିଂହଦ୍ଵାର ଗୁମୁଟର ଡାହାଣପଟରେ ବିରାଜମାନ କରିଛନ୍ତି ଶ୍ରୀପତିତପାବନ। ଏହି ପତିତପାବନ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖାରବିନ୍ଦ। କମନୀୟ କାନ୍ତି ଯୁକ୍ତ ଏହି ମୁଖାରବିନ୍ଦଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତ ମନରେ ଜାଗିଉଠେ ଅଫୁରନ୍ତ ଆନନ୍ଦର ଲହରୀ। କାହିଁ କେତେକାଳରୁ…

ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି : ଜୁଲାଇ ୨୫ ଯାଏ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ, ୮ଟି ଦ୍ୱାରର…

ପୁରୀ- ଜୁଲାଇ ୨୫ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବିନାଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପରେ ପରବର୍ତ୍ତୀ…