Browsing Tag

Mamata Banerjee

ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଲେ କଲିକତା ହାଇକୋର୍ଟ ବିଚାରପତି

କୋଲକାତା: ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ କୌଶିକ ଚାନ୍ଦ । ନନ୍ଦିଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ମମତାଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି…

ମମତାଙ୍କ ଘୋଷଣା, ପଶ୍ଚିମବଙ୍ଗରେ ଏଣିକି ‘ଖେଲା ହୋବେ’ ଦିବସ ପାଳନ କରାଯିବ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ 'ଖେଲା ହୋବେ' ସ୍ଲୋଗାନ ବେଶ୍ ଲୋକପ୍ରିୟ ହୋଇଥିଲା । ଏହି ସ୍ଲୋଗାନ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ସପକ୍ଷରେ ଜନମତ ସୃଷ୍ଟି କରିବାରେ ମଧ୍ୟ ସହାୟକ ହୋଇଥିଲା । ଏବେ ମମତା ସରକାର 'ଖେଲା ହୋବେ' ନାମରେ ଏକ ଦିବସ ପାଳନ…

ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ବିଜୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ମମତା

କୋଲକାତା: ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳୀରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିଜୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ନନ୍ଦିଗ୍ରାମରେ ଭୋଟ୍ ଗଣତିରେ ଅନିୟମିତତା ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ମମତାଙ୍କ ପିଟିସନ୍ ଉପରେ ଆଜି…

ମିଥୁନଙ୍କ ବଢ଼ିଲା ଅଡ଼ୁଆ, ଉତ୍ତେଜନା ମୂଳକ ଭାଷଣ ଅଭିଯୋଗରେ ପୋଲିସ ଜେରାର ସମ୍ମୁଖୀନ

କୋଲକାତା: ଉତ୍ତେଜନା ମୂଳକ ଭାଷଣ ଦେବା ଅଭିଯୋଗ ଲୋକପ୍ରିୟ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତିଙ୍କୁ କୋଲକାତା ପୋଲିସ୍ ଆଜି ଜେରା କରିଛି । ଉତ୍ତେଜନା ମୂଳକ ଭାଷଣ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରିବା ଅଭିଯୋଗରେ ମିଥୁନଙ୍କ ବିରୋଧରେ…

ନବୀନଙ୍କ ଟିକା ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର- ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ର୍‌ସ୍ତାବକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିକାକରଣ ମାମଲାରେ ରାଜ୍ୟଗୁଡିକୁ ଅଧିକ କ୍ଷମତା ସହ କେନ୍ଦ୍ରସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟକୁ ଯୋଗାଇବା ନେଇ ନବୀନଙ୍କ ପ୍ରସ୍ତାବକୁ…