Browsing Tag

Matric Exam

ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ସମୟସୀମା ୧୨ତାରିଖ ମଧ୍ୟରାତ୍ରୀ ଯାଏଁ ବୃଦ୍ଧି

କଟକ-ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମାକୁ ଏହି ମାସ ୧୨ ତାରିଖ ମଧ୍ୟରାତ୍ରୀ ଯାଏଁ ବୃଦ୍ଧି କରାଯାଇଛି । ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ୧୦ ତାରିଖ ଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ବହୁ ଛାତ୍ରଛାତ୍ରୀ ଫର୍ମପୂରମ କରି ପାରି ନ…

ମେ ୩ରୁ ୧୫ ଯାଏଁ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର- ମେ ମାସ ୩ ତାରିଖରୁ ୧୫ ତାରିଖ ଯାଏଁ ହେବ ଏ ବର୍ଷର ମାଟ୍ରିକ ପରୀକ୍ଷା । ମେ ୩ରୁ ୧୨ ତାରିଖ ଯାଏ ହେବ ସଂସ୍କୃତ ଓ ମଧ୍ୟମ ପରୀକ୍ଷା । ୩ ତାରିଖରୁ ୧୫ ତାରିଖ ଯାଏଁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଛି । କୋଭିଡ ପରିସ୍ଥିତି ଯୋଗୁଁ ଏଥର…

କୋରୋନା ଯୋଗୁଁ ଏଥର ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେଇପାରନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର- ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଉ ଏକ ପଦକ୍ଷେପ ନେଇଛି । କୋରୋନା ଯୋଗୁଁ ଏଥର ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ । ପୂର୍ବରୁ ମାଟ୍ରିକ ପରୀକ୍ଷା ଅନ୍ୟ ସ୍କୁଲରେ…

ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ : ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର- ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଳମ୍ବରେ ହେଲେ ମଧ୍ୟ ପରୀକ୍ଷାକୁ ସୂଚାରୁ ରୂପେ ପରିଚାଳନା କରାଯିବ । ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି ।…