Browsing Tag

Moderna Vaccine

ମଡେର୍ଣ୍ଣା ଟିକାର ଆମଦାନୀ ପାଇଁ ଅନୁମତି ଦେଲେ ଭାରତୀୟ ଔଷଧ ନିୟନ୍ତ୍ରକ

ନୂଆଦିଲ୍ଲୀ: ଭାରତକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିବ। ଆଜି ଭାରତୀୟ ଔଷଧ ନିୟନ୍ତ୍ରକ ଡିସିଜିଆଇ ଭାରତରେ ସୀମିତ ଜରୁରୀକାଳୀନ ବ୍ୟବହାର ପାଇଁ ମଡେର୍ଣ୍ଣାର କୋଭିଡ-୧୯ ଟିକା ଆମଦାନୀ କରିବାକୁ ସିପଲାକୁ ଅନୁମତି ଦେଇଛନ୍ତି। ଏହି ଟିକା ଆମଦାନୀ କରିବାକୁ ଅନୁମତି ଲୋଡି ସିପଲା ସୋମବାର…

ଭାରତରେ ଜରୁରୀ ବ୍ୟବହାର ପାଇଁ ମଡେର୍ଣ୍ଣା ଟିକାକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଆମେରିକୀୟ ଔଷଧ ନିର୍ମାତା ମଡେର୍ଣ୍ଣାର କୋଭିଡ୍ ଟିକାକୁ ଖୁବଶୀଘ୍ର ଅନୁମତି ମିଳିବା ସମ୍ଭାବନା ରହିଛି । ମଡେର୍ଣ୍ଣା ଏନେଇ ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ…

ପିଲାଙ୍କ ଉପରେ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କଲା ମଡେର୍ଣ୍ଣା

ନ୍ୟୁୟର୍କ - ଆମେରିକୀୟ ଔଷଧ କମ୍ପାନୀ ମଡେର୍ଣ୍ଣା ଏବେ ୬ ରୁ ୧୨ ବର୍ଷ ପିଲାଙ୍କ ଉପରେ ନିଜ କୋଭିଡ୍‌-୧୯ ଟିକାର ପରୀକ୍ଷଣ ଆରମ୍ଭ କରିଛି । ଏଥିରେ ଆମେରିକା ଓ କାନାଡାର ୬ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ସାମିଲ କରାଯିବ । ଏହା ପୂର୍ବରୁ ମଡେର୍ଣ୍ଣା ୧୨-୧୭ ବର୍ଷର ପିଲାଙ୍କ ଉପରେ ନିଜ ଟିକାର…

ଫାଇଜର ପରେ ମଡେର୍ଣ୍ଣା ଟିକାକୁ ଆମେରିକାର ଅନୁମୋଦନ

ୱାଶିଂଟନ - ଫାଇଜର ପରେ ଆମେରିକା ଜରୁରୀ ବ୍ୟବହାର ପାଇଁ ମଡେର୍ଣ୍ଣା ଟିକାକୁ ବି ଅନୁମୋଦନ କରିଛି । ଆମେରିକାରେ କରୋନା ପ୍ରକୋପ ଦିନକୁ ଦିନ ବଢି ଚାଲିଛି । ଦେଶରେ ଏବେ ଦୈନିକ ୩୦୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ରେକର୍ଡ କରାଯାଉଛି । ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆମେରିକାର ‘ଫୁଡ୍ ଆଣ୍ଡ ଡ୍ରଗ…