Browsing Tag

Naveen Patnaik

ପିପିଲି ଉପନିର୍ବାଚନ ଫଳ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ହିଁ ଦଳ ପାଇଁ ଆଣିଲା ଆଉ ଏକ ବିଜୟ

ପିପିଲି - ପୁଣି ଥରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “ଭାରତ ରତ୍ନ” ପ୍ରଦାନ ଦାବି:  ସମଲେଇ ପୀଠରୁ ଦସ୍ତଖତ ଅଭିଯାନ ଆରମ୍ଭ

ସମ୍ବଲପୁର : "ସ୍କାନ" ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ "ଭାରତ ରତ୍ନ" ପ୍ରଦାନ ଦାବୀ ନେଇ ରାଜ୍ୟବ୍ୟାପି ଦସ୍ତଖତ ଅଭିଯାନ ଅଗଷ୍ଟ ପନ୍ଦର ସ୍ୱାଧୀନତା ଦିବସ ଦିନ ମା' ସମଲେଇ ପୀଠ ରୁ ପୂଜାର୍ଚନା ପରେ ଶୁଭାରମ୍ଭ ହୋଇଛି । "ସ୍କାନ" ର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଡ଼.…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: ମହାପ୍ରଭୁଙ୍କ ନୀତିକାନ୍ତି ତଥା କୋଭିଡ ନିୟମ ପାଳନ ଉପରେ ଗୁରୁତ୍ଵ

ଭୁବନେଶ୍ବର: ଚଳିତ ବର୍ଷ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସୁପରିଚଳନା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରୁ ଏହା ଜଣା ଯାଇଛି । ଗତବର୍ଷ…