Browsing Tag

NCB

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା: ଜଣେ ଓଡିଆଙ୍କ ସହ ଆଉ ଦୁଇ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ବୋଲି କୁହାଯାଇଛି। ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ଗିରଫ କରାଯାଇଛି । ଏନସିବି କ୍ରୁଜ ପାର୍ଟିର ୪ ଜଣ ଆୟୋଜକଙ୍କୁ…

ଡ୍ରଗ୍ସ ମାମଲା: ଭାଇରାଲ ଭିଡିଓ ନେଇ କରଣ ଜୋହରଙ୍କୁ ଏନସିବିର ନୋଟିସ୍

‌ମୁମ୍ବାଇ – ବଲିଉଡ ଡ୍ରଗ୍ସ ଲିଙ୍କ୍‌ର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କୁ ନୋଟିସ୍ ଜାରି କରିଛି । ବର୍ଷକ ତଳେ ଜୋହରଙ୍କ ଘରେ ହୋଇଥିବା ଏକ ପାର୍ଟିର ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଞ୍ଚ୍ କରିବା ଲାଗି…

ଡ୍ରଗ୍ସ ଲିଙ୍କ୍ ମାମଲା: ଫେରାର ଅଭିଯୁକ୍ତକୁ ଗିରଫ କଲା ଏନସିବି, ୨.୫ କୋଟିର ନିଶାଦ୍ରବ୍ୟ ଜବତ

ମୁମ୍ବାଇ - ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ୍‌ରେ ସମ୍ପୃକ୍ତ ଜଣେ ଫେରାର୍ ଅଭିଯୁକ୍ତକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର ଗିରଫ କରିଛି । ଏଥିସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଏନସିବି ୨.୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ…

ଡ୍ରଗ୍ସ ମାମଲା: ଅଭିଯୁକ୍ତଙ୍କୁ ସହାୟତା ଅଭିଯୋଗରେ ଏନସିବିର ଦୁଇ ଅଧିକାରୀ ନିଲମ୍ବିତ

ମୁମ୍ବାଇ - ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ନିଜର ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାସ୍ୟ ଅଭିନେତ୍ରୀ ଭାରତୀ ସିଂ, ତାଙ୍କ ସ୍ୱାମୀ ହର୍ଷ ଏବଂ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ଜାମିନ ପାଇବାରେ ସେମାନଙ୍କର ଭୂମିକା…