Browsing Tag

Nuapada District

ନୂଆପଡ଼ାକୁ ମିଳିଲା ୧୬ ବିଶେଷଜ୍ଞ ଡାକ୍ତର, ସୀମାନ୍ତ ଜିଲ୍ଲାରେ ସୁଧୁରିବ ସ୍ବାସ୍ଥ୍ୟସେବା

ନୂଆପଡ଼ା : ସୀମାନ୍ତ ନୂଆପଡ଼ା ଜିଲ୍ଲାରେ ଦିର୍ଘ ବର୍ଷ ଧରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ହୋଇ ପଡିଥିଲା। ରାଜ୍ୟ ସରକାର ଜିଲ୍ଲାବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ୧୩ ଜଣ ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ…

ନୂଆପଡ଼ାରେ ନିୟନ୍ତ୍ରଣକୁ ଆସିଲା କରୋନା, ଲକଡାଉନରେ ସାମାନ୍ୟ କୋହଳ

ନୂଆପଡା : ଦ୍ବିତୀୟ ଲହରରେ ଛତିଶଗଡ ରାଜ୍ୟର ଅନ୍ୟତମ ହଟସ୍ପଟରେ ପରିଣତ ହୋଇଥିଲା । ଆଉ ଛତିଶଗଡ ପାଇଁ ହିଁ ସାରା ପଶ୍ଚିମ ଓଡିଶାରେ ସଂକ୍ରମଣ ବେକାବୁ ସ୍ଥିତିକୁ ଆସିଥିଲା । ବିଶେଷ କରି ଛତିଶଗଡ଼ ସୀମାନ୍ତରେ ଥିବା ଜିଲ୍ଲା ଗୁଡିକର ସ୍ଥିତି ଅଧିକ ବିପନ୍ନ ହୋଇଥିଲା । ତେବେ , ସଫଳ ରଣନୀତି ଏବଂ…

୨୯ ବଛରେଁ ପାହା ଦେଲା ନୂଆପଡ଼ା: ବିକାଶର ନୂଆଁ ଇତିହାସ୍ ଦେଖଲା ଇ ଇଲାକା

ନୂଆପଡ଼ା : ପଛିମ୍ ଉଡିଶାର ପଛୁଆ ଆର୍ ଅବହେଲିତ ଇଲାକା ଭିତରୁଁ ନୂଆଁପଡା ଜିଲ୍ଲା ରାଏଜେଁ ଗୁଟେ ଅଲଗ୍ ଠାନ୍ ରଖିଛେ । ଆଏଜ୍ ଇ ଜିଲ୍ଲାକେ ୨୮ ବଛର ପୂରିଛେ । ୨୯ ବଛରେଁ ପାହା ଦେଲାନ । ଏନ୍ତା ସମିଆଁ ଥିଁ କୁଡେ ବଛର୍ ଆଘୋର୍ କଥା କେ ଆର୍ ଇହାଦେର୍ କଥା କେ ସୋର୍ କଲା ବେଲକେ ଜାନଲା ଲୋକ୍…

ନୂଆପଡାର ଚିତ୍ର ବଦଳାଇବ ଲୋୟର ଇନ୍ଦ୍ର ପ୍ରକଳ୍ପ ୩ ଦଶନ୍ଧିର ସ୍ୱପ୍ନକୁ ସାକାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡା : ଦାରିଦ୍ର୍ୟର ଅପବାଦ ମୁଣ୍ଡାଇ ଆସିଥିବା ନୂଆପଡ଼ା ଏବେ ବିକାଶର ନୂଆ କାହାଣୀ ଲେଖିବାକୁ ଯାଉଛି । ଦିନେ ଅନାହାର ମୃତ୍ୟୁ , ପିଲାବିକ୍ରି ପାଇଁ ଅପଯଶ ପାଇଥିବା ଏହି ଜିଲ୍ଲା ଏବେ କୃଷିର ହାଣ୍ଡିଶାଳରେ ପରିଣତ ହେବାକୁ ଯାଉଛି । ୩ ଦଶନ୍ଧି ତଳୁ ଲୋକଙ୍କୁ କେବଳ ସ୍ଵପ୍ନ ଦେଖାଇ ଆସିଥିବା…