Browsing Tag

Odisha Government

ବାତ୍ୟା ୟାସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି , ବିଭିନ୍ନ ବିଭାଗର ସଚିବଙ୍କ ସହ ଏସଆରସିଙ୍କ…

ଭୁବନେଶ୍ୱର- ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଆଇଏମଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିରୋ କାଜୁଆଲିଟିକୁ…

ରାଜ୍ୟରେ ଲକଡାଉନ ଅବଧି ଜୁନ ପହିଲା ଯାଏଁ ବୃଦ୍ଧି, କୋହଳ ସମୟସୀମା ଦୁଇ ଘଂଟା ହ୍ରାସ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଅବଧିକୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ଲକଡାଉନ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ କଟକଣା କୋହଳ ସମୟକୁ ୨ ଘଂଟା କମାଇ…

ଲକଡାଉନ୍ ବେଳେ ରାହା ଦେଖାଇଲା ମିଶନଶକ୍ତି, ମାଛ ଚାଷ ଆଣିଲା ମହିଳାଙ୍କ ହସ

ସମ୍ବଲପୁର : କରୋନା ମହାମାରୀ ପାଇଁ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ବିଶେଷ କରି ଏହି ଦ୍ବିତୀୟ ଲହରରେ ଭୟଙ୍କର ସଂକ୍ରମଣ ହେବା ସହ ଗ୍ରାମାଞ୍ଚଳରେ ଅଧିକ ବ୍ୟାପୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସୟଂସହାୟକ ଗୋଷ୍ଠୀର…

କଟକ, ଭୁବନେଶ୍ୱରରେ କୋଭିଡ ହସପିଟାଲରେ ଆଇସିୟୁ ଓ ଭେଟିଂଲେଟର ଯାଂଚ ପାଇଁ କମିଟି ଗଠନ

ଭୁବନେଶ୍ୱର- କଟକ ଓ ଭୁବନେଶ୍ୱରରେ ଆଇସିୟୁ ଏବଂ ଭେଂଟିଲେଟର ଯାଂଚ ପାଇଁ ଗଠିତ ହୋଇଛି ସ୍ୱତନ୍ତ୍ର ଟିମ୍ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇଛି । କମିଟି କଟକ ଓ ଭୁବନେଶ୍ୱରରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିବେ । ଗୁରୁତର ରୋଗୀଙ୍କୁ ଆଇସିୟୁ…

୪୨ ଲକ୍ଷ ଚାଷୀଙ୍କ ହୃଦୟ ପୁଣି ଜିଣିଲେ ମୁଖ୍ୟମନ୍ତ୍ରୀ: ଧନ୍ୟବାଦ ନବୀନ ବାବୁ

ଲେଖକ : ପ୍ରତିଭା ନେପାକ କୌଣସି ଶୁଭ କାମ ଆରମ୍ଭ ବେଳେ ଉପହାର ଦେବା ପ୍ରାଚୀନ ଭାରତୀୟ ପରମ୍ପରାର ଅଂଶବିଶେଷ । ଏହା ଜରିଆରେ ଉପହାର ଗ୍ରହଣ କରୁଥିବା ବ୍ୟକ୍ତିର କାର୍ଯ୍ୟସିଦ୍ଧି ସାଙ୍ଗକୁ ମଙ୍ଗଳ କାମନା କରାଯାଇଥାଏ । ପବିତ୍ର ଅକ୍ଷୟ ତୃତୀୟା ତିଥିର ଦିନକ ପୂର୍ବରୁ ଓଡ଼ିଶାର ୪୨ ଲକ୍ଷ…