Browsing Tag

Odisha Tourism

ଭର୍ଚୁଆଲ ଭାବେ ପାଳିତ ହେଲା ୩ୟ ଲୋକକଳା ଦିବସ, ସାମିଲ ହେଲେ ୩୦୦ କଳାକାର

ଭୁବନେଶ୍ବର: ଆଜି ରାଜ୍ୟସ୍ତରରେ ତୃତୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହା ଦେଶର ଏକ ଅନନ୍ୟ କାର୍ଯ୍ୟକ୍ରମ ବୋଲି…

ସମଲେଶ୍ୱରୀ ମନ୍ଦିରରୁ ଆରମ୍ଭ ହେଲା ଟୁରିଷ୍ଟ ବସ ସେବା

ସମ୍ବଲପୁର- ମାଆ ସମଲେଶ୍ୱରୀ ମନ୍ଦିରରୁ ଆଜିଠାରୁ ଆରମ୍ଭ ହୋଇଛି ଟୁରିଷ୍ଟ ବସ୍ ସେବା । ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ପ୍ରତି ରବିବାର ଏହି ବସ୍‌ରେ ସମଲେଶ୍ୱରୀ ମନ୍ଦିରରୁ ହୀରାକୁଦ, ଘଂଟେଶ୍ୱରୀ ଓ ଡେବରିଗଡ ବୁଲିପାରିବେ ପର୍ଯ୍ୟଟକ ।

ପର୍ଯ୍ୟଟନର ପ୍ରସାର ପାଇଁ ପଦକ୍ଷେପ : କାଲିଠାରୁ ରାଜ୍ୟର ୫ଟି ଜାଗାରେ ଇକୋ ରିଟ୍ରିଟ୍

ଭୁବନେଶ୍ୱର-ରାଜ୍ୟରେ ପର୍ଯ୍ୟଟନର ପ୍ରସାର ପାଇଁ ସରକାରଙ୍କ ଉଦ୍ୟମ ସ୍ୱରୂପ ୫ଟି ପଯ୍ୟଟନସ୍ଥଳୀରେ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ୍ । ଗତବର୍ଷ କୋଣାର୍କ ଇକୋ ରିଟ୍ରିଟର ସଫଳତାକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଆୟୋଜନ କରାଯାଉଛି ଇକୋ ରିଟ୍ରିଟ୍ । କୋରୋନା ଯୋଗୁଁ ୮…