Browsing Tag

Odisha

ରାଜ୍ୟରେ ଶୀତ ଲହରୀ ଜାରି, ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ, ଦାରିଙ୍ଗବାଡି ସବୁଠାରୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହ୍ରାସ ପାଇଛି ରାତିର ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଓଡିଶାର କାଶ୍ମୀର ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ହୋଇଛି । ଝାରସୁଗୁଡାରେ ରାତିର ତାପମାତ୍ରା ୫ ଦଶମିକ ୬ ଡିଗ୍ରୀ…

ଦାରିଙ୍ଗବାଡିରେ ପାରଦ ୪ ଡିଗ୍ରୀକୁ ଖସିଲା, ରାଜ୍ୟରେ ସର୍ବନିମ୍ନ

ଭୁବନେଶ୍ୱର- ରାଜ୍ୟର ଦାରିଙ୍ଗବାଡିରେ ଚଳିତ ଶୀତ ଋତୁର ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ କରାଯାଇଛି । ଓଡିଶାର କାଶ୍ମୀରରେ ତାପମାତ୍ର ୪ ଡିଗ୍ରୀ ସେଲସିୟସ ରହିଛି, ଯାହା ଚଳିତ ଋତୁର ସର୍ବନିମ୍ନ । ଆଗାମୀ ୩ରୁ ୪ ଦିନ ଯାଏଁ ଦାରିଙ୍ଗବାଡିରେ ପାରଦ ଆହୁରି ଖସିବ ବୋଲି ପାଣିପାଗ ବିଜ୍ଞାନ…

ପଂଚାୟତ ନିର୍ବାଚନ : ବିଜ୍ଞପ୍ତି ଦିନଠାରୁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ନିର୍ବାଚବ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଂଚଳ ବ୍ୟତୀତ ସବୁ ରାଜ୍ୟର ଅନ୍ୟ ଅଂଚଳରେ ଆଦର୍ଶ…

ଜାଡରେ ଥରୁଛି ଓଡିଶା, ଆଗାମୀ ୫ ଦିନ ଜାରି ରହିବ ଶୀତ ପ୍ରକୋପ

ଭୁବନେଶ୍ୱର- ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ୯ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି । ୮ ଦଶମିକ ୫ ଡିଗ୍ରୀ ସେଲସିୟସ ସହ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଛି । ୧୦ ଡିଗ୍ରୀ ତଳେ ସୁନ୍ଦରଗଡ, ବଲାଙ୍ଗିର, କୋରାପୁଟ, ଫୁଲବାଣୀରେ ତାପମାତ୍ରା ରହିଛି । ଫୁଲବାଣୀ ଓ କୋରାପୁଟରେ…