Browsing Tag

Odisha

ବ୍ଲୁମବର୍ଗ ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ରାଉରକେଲା ସହର ସ୍ଥାନ ପାଇଲା

ରାଉରକେଲା: ରାଉରକେଲା ଆଜି ୨୦୨୧ ଗ୍ଲୋବାଲ୍ ମେୟର୍ସ ଚ୍ୟାଲେଞ୍ଜରେ ଫାଇନାଲିଷ୍ଟ ଭାବରେ ମନୋନୀତ ହୋଇଥିବା ୫୦ଟି ଚାମ୍ପିଅନ୍ ସହର ମଧ୍ୟରୁ ଅନ୍ୟତମ। ଏହା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଯାହା କୋଭିଡ ମହାମାରୀ ସମୟରେ ସହରଗୁଡିକ ଦ୍ୱାରା ବିକଶିତ ହୋଇଥିବା ବହୁ ଉଚ୍ଚକୋଟୀର ଚିନ୍ତାଧାରାକୁ…

ଗ୍ରୀନ ଓ ୟେଲୋ ଜୋନରେ ଥିବା ଜିଲ୍ଲାଗୁଡିକ ପାଇଁ ଅନଲକ୍ ଘୋଷଣା କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର-ରାଜ୍ୟରେ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବାରୁ ରାଜ୍ୟ ସରକାର ଆଜି ଅନଲକ୍ ପ୍ରକ୍ରିୟା ଘୋଷଣା କରିପାରନ୍ତି । ଏହି ମାସରେ କେବଳ ୪-୫ଟି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ଅନ୍ୟସବୁ ଜିଲ୍ଲା ଗ୍ରୀନ ଓ ୟେଲୋ ଜୋନରେ ଅଛନ୍ତି । ତେଣୁ ସେସବୁ ଜିଲ୍ଲାଗୁଡିକ ପାଇଁ ରାଜ୍ୟ ସରକାର…

ରାଜ୍ୟରେ ଆଉ ୪୪ କୋଭିଡ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋଭିଡରେ ଆଉ ୪୪ ରୋଗୀଙ୍କ ଜୀବନ ଯାଇଛି । ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ୩ ହଜାର ୪୩୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫, ଗଞ୍ଜାମ ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୪ ଓ କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ୪ ରୋଗୀ ପ୍ରାଣ ହରାଇଛନ୍ତି ।…

ପୁଣି ୪ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ୨୪ ଘଂଟାରେ ରାଜ୍ୟରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୪ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୧୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୫୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

କୋଭିଡ ସ୍ଥିତି ଅନୁସାରେ ନିଆଯିବ ‘ଅନଲକ’ ନିଷ୍ପତ୍ତି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣରେ ଦ୍ରୁତ ହ୍ରାସ ଘଟୁଛି । କିଛି ଜିଲ୍ଲାକୁ ଛାଡିଦେଲେ ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । ଆସନ୍ତା ୧୭ ତାରିଖରେ ରାଜ୍ୟରେ ଲକ୍‌ଡାଉନ ଶେଷ ହେଉଥିବା ବେଳେ ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇପାରେ…

ରାଜ୍ୟରେ ଆଉ ୪୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ଆଉ ୪୨ ରୋଗୀଙ୍କ ମୃତ୍ୟୁ ସହ ଓଡିଶାରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୩୮୮କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ପୁରୀ, ଖୋର୍ଦ୍ଧା, କଟକ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଜଗତସିଂହପୁର, କଳାହାଣ୍ଡି, ରାୟଗଡା ଜିଲ୍ଲାରୁ ୩ ଜଣ…

ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ, ଦିନକରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ୩ ହଜାର ୪୦୫ ନୂଆ ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୪୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୦,…