Browsing Tag

Odisha

ବିଜେଡି : ଲୋକଙ୍କ ଜୀବନକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଅର୍ଥନୀତି ସୁଧାରିବାକୁ ପ୍ରୟାସ ଜାରି

ଭୁବନେଶ୍ୱର- ଓଡିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥିରୁ ମୁକୁଳିବା ପାଇଁ ଦୀର୍ଘକାଳୀନ ଯୋଜନା ଜରୁରୀ । ସେଥିପାଇଁ ରାଜ୍ୟ ସରକାର ବାତ୍ୟା ୟାଶ ଜନିତ କ୍ଷୟକ୍ଷତି ସଂପର୍କିତ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ଦୀର୍ଘମିଆଦୀ ଯୋଜନା କଥା ଉଲ୍ଲେଖ କରିଥିଲେ ବୋଲି…

କାଲି ଓଡିଶା ଆସିବେ ମୋଦି, ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ସହ ବାଲେଶ୍ୱର ଓ ଭଦ୍ରକର କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରୁ…

ନୂଆଦିଲ୍ଲୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରି କ୍ଷୟକ୍ଷତି ଅନୁଧ୍ୟାନ କଲାପରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତ କରି ବାତ୍ୟା ୟାଶ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବେ । ସୂଚନା ଅନୁସାରେ…

ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍‌, କାଲି ଭୋରରୁ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସମ୍ଭାବନା

ଭୁବନେଶ୍ୱର- ଆଗାମୀ ୬ ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ୟାଶ୍ । ଆସନ୍ତାକାଲି ଭୋର୍ ସମୟରେ ଧାମରା ବନ୍ଦରର ନିକଟତର ହେବ ବାତ୍ୟା । ଆସନ୍ତାକାଲି ଭୋରରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିପାରେ ୟାଶ୍ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରେ ପବନର ବେଗ ସର୍ବାଧିକ…

ମୋ ସରକାର ଫିଡବ୍ୟାକ୍ ସିଷ୍ଟମ୍: ଭିମସାରକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଡାକ୍ତର , ନର୍ସ ଓ କର୍ମଚାରୀଙ୍କୁ ସାଧୁବାଦ…

ସମ୍ବଲପୁର : କୋଭିଡ୍ ମୁକାବିଲାରେ ଡାକ୍ତରଙ୍କ ସମେତ ସମସ୍ତ ସାସ୍ଥ୍ୟକର୍ମୀ ସମ୍ମୁଖ ଯୋଦ୍ଧା ଭାବେ ଡାକ୍ତରଖାନାରେ ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି । ଆଉ ସରକାର ଏଥିପାଇଁ ସବୁ ପ୍ରକାର ଭିତ୍ତିଭୂମି ବ୍ୟବସ୍ଥା କରୁଛନ୍ତି । ତେବେ , ମୋ ସରକାର ପକ୍ଷରୁ ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତୀୟ ସୁବିଧା…

ଭଦ୍ରକ ଧାମରା ଉପକୂଳରେ ଲ୍ୟାଣ୍ଡଫଲ କରିବ ୟାଶ୍ , ବାଲେଶ୍ୱରେ ସ୍ଥିତି ଅନୁଧ୍ୟାନ ପାଇଁ ଗୃହ ରାଜ୍ୟମନ୍ତ୍ରୀଙ୍କୁ ପଠାଇଲେ…

ଭୁବନେଶ୍ୱର- ବାତ୍ୟା ୟାଶ୍‌ର ଆଖି ଦୃଶ୍ୟମାନ ହୋଇଛି । ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଆସନ୍ତାକାଲି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାଶ । ବର୍ତ୍ତମାନ ପାରାଦୀପଠାରୁ ୩୨୦, ବାଲେଶ୍ୱରଠାରୁ ୪୩୦, ଦୀଘାଠାରୁ ୪୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ବାତ୍ୟା ୟାଶ୍ । ଏହା ଘଣ୍ଟା ପ୍ରତି ୧୦…

ଏପ୍ରିଲ ୧୪ ପରେ ଦୁଇ ଲକ୍ଷ ତଳକୁ ଖସିଲା ସଂକ୍ରମଣ, ଆଉ ୧.୯୬ ଲକ୍ଷ ନୂଆ ମାମଲା, ୩୫୧୧ ମୃତ

ନୂଆଦିଲ୍ଳୀ: ଭାରତରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୯୬,୪୨୭ ନୂଆ ମାମଲା ରେକର୍ଡ କରାଯାଇଛି । ଏପ୍ରିଲ ୧୪ ପରେ ପ୍ରଥମ ଥର ଦେଶରେ ଦୈନିକ ମାମଲା ଦୁଇ ଲକ୍ଷ ତଳକୁ ଖସିଛି । ଦିନକରେ ଏହି ରୋଗରେ ଆଉ ୩୫୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଲକ୍ଷ ୨୬ ହଜାର…

ରାଜ୍ୟରେ ୧୨ ହଜାର ୮୫୨ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୦୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୫୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭ ହଜାର ୧୯୫ ଓ ସ୍ଥାନୀୟ ଅଞ୍ଚଳରୁ ୫ ହଜାର ୬୫୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧ ହଜାର ୯୦୯, କଟକରୁ ୧ ହଜାର ୭୩, ଅନୁଗୁଳରୁ ୮୭୪, ସୁନ୍ଦରଗଡରୁ ୮୪୮, କଳାହାଣ୍ଡିରୁ…