Browsing Tag

Odisha

ଦେଶର ୫ଟି ଅଗ୍ରଣୀ ସ୍ପୋର୍ଟସ ସିଟି ମଧ୍ୟରେ ତୃତୀୟ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର- ଦେଶର ୫ଟି ଅଗ୍ରଣୀ କ୍ରୀଡା ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି । ଏହି ତାଲିକାରେ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି । ଗ୍ରାଂଟ୍ ଥ୍ରଂଟନ ଭାରତ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ପ୍ରମୁଖ କ୍ରୀଡା ପ୍ରତିଯୋଗିତା ଆୟୋଜନର ଅଧିକାର ଓ…

ମହିଳା ଦିବସ ପୂର୍ବରୁ ସଶକ୍ତିକରଣର ଅଭିନବ ବାର୍ତ୍ତା ଦେଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା

ୟୁନିଫର୍ମ ପିନ୍ଧି ଓହ୍ଲାଇଲେ ନିଜର ପରୀକ୍ଷାମୂଳକ ଚାଷଜମିକୁ ସମ୍ବଲପୁର: ଏକ ଏକର ଜମିରେ ୨୦ କିସମର ରିସର୍ଚ୍ଚ ଧାନ ଚାଷ କରିଛି ଏସଏଚଜି, ସମାନ ରଙ୍ଗର ଡ୍ରେସ କୋଡ ପିନ୍ଧି କରୁଛନ୍ତି ଚାଷ, ଏହି ଉନ୍ନକିସମ ଧାନ ବିହନ ପ୍ରଦର୍ଶନୀ ଖେତ କରି କୃଷି ବିଭାଗଠାରୁ ସାଉଁଟିଛନ୍ତି ପ୍ରଶଂସା । ନିଜେ…

ମାର୍ଚ୍ଚ ପହିଲାରୁ ବୟସ୍କ ନାଗରିକଙ୍କୁ ଟିକାକରଣ, ଗୁରୁତର ରୋଗରେ ପୀଡିତ ଥିଲେ ଦେବାକୁ ହେବ ସାର୍ଟିଫିକେଟ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ଚାଲିଛି । ପ୍ରଥମ ଡୋଜରେ ୮୮ ପ୍ରତିଶତ ଓ ଦ୍ୱିତୀୟରେ ୮୬ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି । ୭୮…

କୋରୋନା ସଂକ୍ରମଣ : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏସିଏସଙ୍କ ଚିଠି

ଭୁବନେଶ୍ୱର- କୋରୋନା ସଂକ୍ରମଣ ରୋକିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ଏସିଏସ ପ୍ରଦୀପ୍ତ ମହାପାତ୍ର ୨ଟି ଏୟାରପୋର୍ଟର ନିର୍ଦ୍ଦେଶକ ଓ ପୂର୍ବତର ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।…

ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟର ରୂପରେଖ ସମ୍ପର୍କରେ ରାଜ୍ୟ ପୁର୍ତ୍ତବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇଥିଲା । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବ । ଉତ୍କଳମଣି…

ରାଜ୍ୟ ବଜେଟ : ଯୋଜନା ଓ ସଂଯୋଜନା ବିଭାଗକୁ ୧ ହଜାର ୪୬୮ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩୯୦୬ କୋଟି

ଭୁବନେଶ୍ୱର-ରାଜ୍ୟ ବଜେଟ ୨୦୨୧-୨୨ରେ ଯୋଜନା ଓ ସଂଯୋଜନ ବିଭାଗକୁ ୧ ହଜାର ୪୬୮ କୋଟି ବ୍ୟୟ ବରାଦ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୧୩୫ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩ ହଜାର ୯୦୬ କୋଟି, ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଛି । ସ୍ୱାଭିମାନ…