Browsing Tag

Odisha

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉମା ସମବାୟ ସମିତିର ସଂପାଦକ

ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସର୍ଭିସ କୋଅପରେଟିଭ ସୋସାଇଟିର ସଂପାଦକ । ଅଭିଯୋଗ ଆସିଲା ପରେ ସନ୍ତୋଷ କୁମାର ରାଉତଙ୍କ ଘର ଓ ଅଫିସରେ ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।…

ଆଜି ରାଜ୍ୟ କ୍ୟାବିନେଟ, ୧୨ରୁ ଅଧିକ ପ୍ରସ୍ତାବକୁ ମଞ୍ଜୁରୀ ସମ୍ଭାବନା

ଭୁବନେଶ୍ୱର- ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୨ରୁ ଅଧିକ ପ୍ରସ୍ତାବ ଉପରେ ମୋହର ବାଜିବା ସମ୍ଭାବନା ରହିଛି । ବୈଠକରେ ଓଡିଶା କୃଷି ଉତ୍ପାଦ ବିପଣନ-ଓଏପିଏମ ଅଧ୍ୟାଦେଶକୁ ମଞ୍ଜୁରୀ ମିଳିପାରେ । ବିଦାୟୀ ମୁଖ୍ୟ…

ସୁରେଶ ଚନ୍ଦ୍ର ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ, ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ

ଭୁବନେଶ୍ୱର- ବରିଷ୍ଠ ଆଇଏଏସ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଅସିତକୁମାର ତ୍ରିପାଠୀଙ୍କ ସ୍ଥାନ ନେବେ । ଡିସେମ୍ବର ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଉଥିବା ଅସିତ କୁମାର ତ୍ରିପାଠୀଙ୍କୁ ପଶ୍ଚିମ…

ଆଇପିଏସ ସ୍ତରରେ ଅଦଳବଦଳ, ନୟାଗଡ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି, ସିଦ୍ଧାର୍ଥ କଟାରିଆ ନୂଆ…

ଭୁବନେଶ୍ୱର- ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନୟାଗଡ ଏସପି ଭାବେ ପ୍ରତ୍ୟୁଷ ଦିବାକରଙ୍କୁ ହଟାଇଦିଆଯାଇଛି । ତାଙ୍କୁ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ସିଦ୍ଧାର୍ଥ କଟାରିଆ ହୋଇଛନ୍ତି ନୟାଗଡର ନୂଆ ଏସପି । ନରସିଂହ ଭୋଳ ସମ୍ବଲପୁର ପୋଲିସ…

ରାଜ୍ୟରେ ଶୀତ ଲହରୀ ଜାରି, ଫୁଲବାଣୀ ଶୀତଳ ସହର

ଭୁବନେଶ୍ୱର- ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ବିଶେଷ କରି ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଅସହ୍ୟ ଶୀତ ଅନୁଭୂତ ହେଉଛି । ରାଜ୍ୟରେ ୧୨ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି । ଦାରିଙ୍ଗବାଡି ୫, ଅନୁଗୁଳ ୫…