Browsing Tag

Pfizer coronavirus vaccine

ଅନୁମତି ପାଇବା ପାଇଁ ଫାଇଜରକୁ ନିଜ ଟିକାର ଭାରତରେ ଟ୍ରାଏଲ କରିବାକୁ ପଡିବ

ନୂଆଦିଲ୍ଲୀ – ଭାରତରେ ଜରୁରୀ ବ୍ୟବହାର ପାଇଁ ଏଯାବତ୍ ଦୁଇଟି କରୋନା ଟିକାକୁ ଅନୁମତି ମିଳିଛି । ଅକ୍ସଫୋର୍ଡର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’କୁ ହିଁ ଭାରତ ଔଷଧ ନିୟନ୍ତ୍ରକ ଅନୁମତି ଦେଇଛନ୍ତି । ଭାରତରେ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକୀୟ କମ୍ପାନୀ ଫାଇଜର ମଧ୍ୟ…

ଫାଇଜର ଟିକା ନେବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ଲିସବନ - ଫାଇଜର ଟିକା ନେବା ପରେ ପର୍ତ୍ତୁଗାଲର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଫାଇଜର ଟିକା ନେବାର ଦୁଇଦିନ ପରେ ମହିଳା ଜଣକଙ୍କ ମୃତ୍ୟୁ ହୋଇଥିଲା । ମୃତ ସ୍ୱାସ୍ଥ୍ୟକର୍ମୀ ହେଉଛନ୍ତି ୪୧ ବର୍ଷୀୟା ସୋନିଆ ଅସେବେଡୋ ଓ ସେ ଏକ କ୍ୟାନସର ହସ୍ପିଟାଲରେ କାମ…

ଫାଇଜର ଟିକା ନେଇ ପୁଣି ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ, ଫିନଲ୍ୟାଣ୍ଡରେ ପାଞ୍ଚ ଅସୁସ୍ଥ

ହେଲସିଙ୍କି - ଆମେରିକୀୟ କମ୍ପାନୀ ଫାଇଜର ଦ୍ଵାରା ବିକଶିତ କରୋନା ଟିକା ନେବା ପରେ ପାଞ୍ଚ ଜଣଙ୍କ ଠାରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଫିନଲ୍ୟାଣ୍ଡର ମେଡିସିନ୍ ଏଜେନ୍ସି ଏଭଳି ଅଭିଯୋଗ ପାଇଛି । ଦୁଇ ଦିନ ପୂର୍ବେ ସାରା ବିଶ୍ୱରେ ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଟିକାକୁ…

ଭାରତରେ ଫାଇଜର ଟିକାର ବି ବ୍ୟବହାର ହେବ, ଟିକା ରଖିବାକୁ ଚାଲିଛି ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ - ଆମେରିକୀୟ ଔଷଧ କମ୍ପାନୀ ଫାଇଜରର କରୋନା ଟିକା ମଧ୍ୟ ଭାରତରେ ବ୍ୟବହାର କରାଯିବ। ପ୍ରଥମ ଥର ପାଇଁ ଦେଶରେ ସର୍ବନିମ୍ନ ତାପମାତ୍ରାରେ ଟିକାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏଭଳି ପ୍ରସ୍ତୁତି ଦେଶର ଅଧିକାଂଶ ମେଟ୍ରୋରେ ସୀମିତ ରହିବ ଏବଂ ଏହି ସହର ଗୁଡିକରେ…

ଫାଇଜର ଟିକାକୁ ଆମେରିକା ବିଶେଷଜ୍ଞ କମିଟିର ସବୁଜ ସଙ୍କେତ

ୱାଶିଂଟନ - ଫାଇଜର ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକୀୟ ଖାଦ୍ୟ ଓ ଡ୍ରଗ୍ସ ପ୍ରଶାସନ (ଏଫ୍‌ଡିଏ)ର ଏକ ବିଶେଷଜ୍ଞ କମିଟି ସବୁଜ ସଙ୍କେତ ଦେଇଛି । ଫାଇଜର ଟିକା ଉପରେ ବିଚାର ବିମର୍ଷ ହେବା ପରେ ଭୋଟିଂ ହୋଇଥିଲା । ତେବେ ଏହି ଟିକା ସପକ୍ଷରେ ୧୭…