Browsing Tag

Puri Jagannath Temple

ଆଜି ତିନିରଥର ଦକ୍ଷିଣୀ ମୋଡ଼, ରଥଖଳାରୁ ରଥ ଯିବ ସିଂହଦ୍ଵାରକୁ

ଆଜି ତିନିରଥ ଦକ୍ଷିଣୀ ମୋଡ଼ ହୋଇ ସିଂହଦ୍ଵାରରେ ଲାଗିବ। ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଖଳାରେ ତିନିରଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ଆଜି ମହାପ୍ରଭୁଙ୍କ ସକାଳ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ରଥଖଳାକୁ ଆଜ୍ଞାମାଳ ବିଜେ କରିବେ।…

ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମାର୍ଜନ ପରମ୍ପରା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ହେଉଛି ରଥଯାତ୍ରା। କେଉଁ ଆବହମାନ କାଳରୁ ଏହି ପତିତପାବନ ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି। ଏହି ପବିତ୍ର ଯାତ୍ରାକୁ ଦର୍ଶନ କରିବା ପାଇଁ ଭାରତର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଅନେକ ସାଧୁସନ୍ଥ, ଭକ୍ତ ଓ ଅବତାରି…

ଶ୍ରୀମନ୍ଦିରରେ ଉଭା ଅମାବାସ୍ୟା ସହିତ ରଥ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଉଭା ଅମାବାସ୍ୟା। ପ୍ରତ୍ୟେକ ଅମାବାସ୍ୟା ପରି ଏହି ଅମାବାସ୍ୟାରେ ନାରାୟଣ ମହୋଦଧିକୁ ବିଜେ କରିବେ ନାହିଁ।ମହାପ୍ରଭୁ ସୁସ୍ଥତା ଅନୁଭବ କରିବା ପରେ କେବଳ ବିନା ଭକ୍ତରେ ୩ଦିନ ଧରି ସେବାୟତମାନେ ଦର୍ଶନର ସୁଯୋଗ ପାଇବେ। ଆଉ ଗୋଟିଏ ଦିନ ପରେ…

ପୁରୀ: ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ଚକା ଅପସରା ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦୀର୍ଘ ପନ୍ଦର ଦିନର ଅନବସର ପରେ ଆଜି ମିଳିବ ଶ୍ରୀମୁଖ ଦର୍ଶନ। ଆଷାଢ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ଵାରା ଚତୁର୍ଦ୍ଧା ବିଗ୍ରହଙ୍କ ବନକ ଲାଗି ନୀତି ଶେଷ ହୋଇଥିଲା। ଅର୍ଥାତ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ବନକ…

ଆଜି ମହାପ୍ରଭୁଙ୍କ ନବଯୈାବନ ଦର୍ଶନ

ପୁରୀ - ଅସୁସ୍ଥତା ଯୋଗୁଁ ଅଣସର ଘରେ ଦୀର୍ଘ ୧୫ ଦିନ ରହିଥିବା ମହାପ୍ରଭଙ୍କୁ ଆଜି ନବଯୌବନ ଦର୍ଶନ । ଅଣସର ପିଣ୍ଡିରେ ଆଜି ଲାଗି ହେବ ମହାପ୍ରସାଦ । ୧୫ ଦିନ ପରେ ଦର୍ଶନ ଦେବେ ଶ୍ରୀଜିଉ । ତେବେ କୋରୋନା କାରଣରୁ ଭକ୍ତ ନବଯୌବନ ଦେଖିପାରିବେ ନାହିଁ । ୧୨ ବର୍ଷ ପରେ ତିନି ଦିନ ଧରି ହେଉଛି…

ପୁରୀ: ଶ୍ରୀଜୀଉଙ୍କ ଓଷୁଅ ଲାଗି ଓ ରାଜ ପ୍ରସାଦ ବିଜେ

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଓଷ ଲାଗି ଅନୁଷ୍ଠିତ ହେବ। ଆଜି ହେଉଛି କୃଷ୍ଣ ଦ୍ଵାଦଶୀ ତିଥୀ। ସ୍ନାନପୁର୍ଣିମା ଠାରୁ ଚତୁର୍ଦ୍ଧା ବିଗ୍ରହ ଜ୍ୱରରେ ପୀଡିତ ଥିଲେ। ଗତକାଲି ଖଳିଲାଗି ଏକାଦଶୀ ତିଥିରେ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ସୁବାସିତ ଚନ୍ଦନ, କର୍ପୂର, ଚୁଆ, କୁଙ୍କୁମ, କସ୍ତୁରୀ…

ପୁରୀ: ପତିତପାବନ ନାମର ସାର୍ଥକତା

ଶ୍ରୀମନ୍ଦିର ପ୍ରବେଶ ପଥ ସିଂହଦ୍ଵାର ଗୁମୁଟର ଡାହାଣପଟରେ ବିରାଜମାନ କରିଛନ୍ତି ଶ୍ରୀପତିତପାବନ। ଏହି ପତିତପାବନ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖାରବିନ୍ଦ। କମନୀୟ କାନ୍ତି ଯୁକ୍ତ ଏହି ମୁଖାରବିନ୍ଦଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତ ମନରେ ଜାଗିଉଠେ ଅଫୁରନ୍ତ ଆନନ୍ଦର ଲହରୀ। କାହିଁ କେତେକାଳରୁ…

ଶ୍ରୀମନ୍ଦିରରେ ଦଇତାପତି ସେବା ବିଷୟରେ କିଛି ଜାଣିବା କଥା

ନୀଳାଦ୍ରୀନାଥ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଖୁବ ରହସ୍ୟମୟ। ଯାହା ବେଦର ମଧ୍ୟ ଅଗୋଚର। ତଥାପି ତାଙ୍କର ଅନୁଷ୍ଠିତ ହୋଇଥାଏ ମାନବୀୟ ଲୀଳା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଆଦି ପ୍ରବର୍ତ୍ତକ ହେଉଛନ୍ତି ବିଶ୍ୱାବସୁ ଶବର ଓ ବିଦ୍ୟାପତି। ଏହି ଦୁଇଜଣ ପୁଣ୍ୟଶ୍ଳୋକ ହେଉଛନ୍ତି…

ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ଗଜାନନ ବେଶ

ପୁରୀ – ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସଂପାଦିତ ହୋଇଛି । ସ୍ନାନନୀତି ପରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଇଛି । ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି । ବିନା ଭକ୍ତରେ ଏଥର…