Browsing Tag

Puri Jagannath Temple

ଶ୍ରୀମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ପାଳିତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଶୀତଳଷଷ୍ଠୀ ଉତ୍ସବ। ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଶ୍ରୀକ୍ଷେତ୍ର ରେ ଥିବା ପଞ୍ଚ ମହାଦେବ ଙ୍କ ଯଥାବିଧି ଶିବ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ଶ୍ରୀ ଜମ୍ବେଶ୍ଵର ,ଶ୍ରୀ ଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର,…

ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି : ଜୁଲାଇ ୨୫ ଯାଏ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ, ୮ଟି ଦ୍ୱାରର…

ପୁରୀ- ଜୁଲାଇ ୨୫ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ବିନାଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପରେ ପରବର୍ତ୍ତୀ…

ଦେବସ୍ନାନ ପୂର୍ଣ୍ଣିମା ନେଇ ଦଇତାପତି ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ – ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ନେଇ ଦଇତାପତି ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର । କୋଭିଡ କଟକଣାରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି କିଭଳି ପରିଚାଳନା ହେବ,ସେ ନେଇ ଆଲୋଚନା କରାଯିବ । ସୂଚନାଯୋଗ୍ୟ ଯେ, ଏ ବର୍ଷ ମଧ୍ୟ କୋଭିଡ…

ରଥଯାତ୍ରାର ରୋଚକ ତଥ୍ୟ : ତିନି ରଥର ପାର୍ଶ୍ଵ ଦେବତାଙ୍କ ବିଷୟରେ କିଛି ଜାଣିବା କଥା

ତିନି ରଥ ର ପାର୍ଶ୍ଵ ଦେବତା - ପୌରାଣିକ ଯୁଗରୁ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଆସୁଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ପ୍ରତିବର୍ଷ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ତିନି ଗୋଟି ରଥ ନିର୍ମାଣ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ର ପଦ୍ଧତି ରେ କରାଯାଇଥାଏ। କିନ୍ତୁ ପ୍ରତି ରଥରେ…

ଆସନ୍ତାକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ - ଆସନ୍ତାକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସବୁ ରବିବାରୁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ବନ୍ଦ ରଖିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲା, ଯାହା କି ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ରବିବାର…