Browsing Tag

Puri Police

ପୁରୀ ସହରରେ ମାସ୍କ ଚେକିଂ କଡାକଡି

ପୁରୀ - ପୁରୀ ସହରରେ ଆଜିଠାରୁ ମାସ୍କ ଚେକିଂ କଡାକଡି ହୋଇଛି । ସହରର ବିଭିନ୍ନ ସ୍ଥାନରେ ଚାଲିଛି ମାସ୍କ ଚେକିଂ । ମାସ୍କ ସହ ସାମାଜିକ ଦୂରତା ନେଇ ଚେକିଂ କଡାକଡି ହୋଇଛି । କୋରନା ଭାଇରସର ଡେଲଟା ପ୍ଲସ୍ ଭେରିଆଂଟକୁ ନେଇ ପୋଲିସ ପ୍ରଶାସନ ସତର୍କ ହୋଇଛି । ସମଗ୍ର ପୁରୀ ଜିଲ୍ଲାରେ କୋରୋନା…

ବିନାଭକ୍ତରେ ସ୍ନାନ ଯାତ୍ରା, କାଲିଠାରୁ ପୁରୀରେ ୧୪୪ ଧାରା

ପୁରୀ- ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଂଚିଥିବା ବେଳେ ଆସନ୍ତାକାଲି ସହରରେ ୧୪୪ ଧାରା ଜାରି ହେବ । ଏଥର ବିନା ଭକ୍ତରେ ସ୍ନାନ ଯାତ୍ରା ହେଉଥିବାରୁ ଭିଡ ଯେମିତିନ ହେବ, ସେଥିପାଇଁ ୨୩ ତାରିଖ ରାତି ୧୦ଟାରୁ ୧୪୪ ଧାରା ଜାରି କରାହେବ । ୨୫…

ପୁରୀରେ ୫-ଟି କଲେ ସେଂଟର ଆରମ୍ଭ, ଏସପିଙ୍କ ଅଫିସରେ ଖୋଲିଲା ଅଭିଯୋଗ ପ୍ରକୋଷ୍ଠ

ପୁରୀ – ଲୋକଙ୍କ ନିକଟତର ହେବା ପାଇଁ ଉଦ୍ୟମ ସ୍ୱରୂପ ପୁରୀରେ ଆରମ୍ଭ ହୋଇଛି ୫-ଟି କଲ୍ ସେଂଟର । ୨୪ ଘଂଟା ଅଭିଯୋଗକାରୀଙ୍କ ସହ ଯୋଗାଯୋଗ ହୋଇପାରିବ । କଲସେଂଟର ନମ୍ବର ହେଲା -୭୬୫୩୮୯୧୯୩୦ । ଏହି ନମ୍ବରରେ ଅଭିଯୋଗକାରୀମାନେ କଲ୍ କରିପାରିବେ ଓ ହ୍ୱାଟସଆପ୍ ବି କରିପାରିବେ । ଏହି ବ୍ୟବସ୍ଥା…