Browsing Tag

Road Accident

ଗଛରେ ପିଟି ହୋଇ ୧୦ ଫୁଟ ତଳକୁ ଖସିଲା ବୋଲୋରୋ, ୪ ମୃତ

କେନ୍ଦୁଝର- କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ସୋମଗିରି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟମାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗଛରେ ପିଟି ହୋଇ ପ୍ରାୟ ୧୦ ଫୁଟତଳକୁ ଏକ ବୋଲେରୋ ଖସି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର…