Browsing Tag

Rourkela Steel Plant

ଆରଏସପି ବିଷାକ୍ତ ଗ୍ୟାସ ଲିକ୍ ଘଟଣାରେ ଦୁଇ ଡିିଜିଏମ ରାଙ୍କ ଅଫିସର ସସପେଣ୍ଡ

ରାଉରକେଲା- ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍ ଘଟଣାରେ ଦୁଇ ଡିିଜିଏମ ରାଙ୍କ ଅଫିସରଙ୍କୁ ସସପେଣ୍ଡ କରାଯାଇଛି । ଆଜି ସକାଳେ ଆରଏସପିର କୋଲ୍ ଡିପାର୍ଟମେଂଟରେ ଗ୍ୟାସ ଲିକ୍ ହେବାରୁ ମୋଟ ୧୦ ଜଣ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅସୁସ୍ଥ ଠିକା କର୍ମଚାରୀ ଆଇଜିଏଚରେ ପ୍ରାଣ…

ଆରଏସପିରେ ଗ୍ୟାସ ଲିକ୍‌, ୪ ଠିକା କର୍ମଚାରୀ ମୃତ

ରାଉରକେଲା - ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସମସ୍ତ ମୃତକ ଠିକା କର୍ମଚାରୀ ବୋଲି ଜଣାପଡିଛି । ସେମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ଅଭୟ ସା, ରବୀନ୍ଦ୍ର ସାହୁ, ଗଣେଶଚନ୍ଦ୍ର ସାହିଲ, ବ୍ରହ୍ମାନନ୍ଦ ପଣ୍ଡା । ଗୁରୁତର…

ଆରଏସପିରେ ବିଷାକ୍ତ ଗ୍ୟାସ ଲିକ୍‌, ୨ ଶ୍ରମିକ ମୃତ, ୨ ଗୁରୁତର ଅସୁସ୍ଥ

ରାଉରକେଲା- ରାଉରକେଲା ଷ୍ଟିଲ ପ୍ଲାଂଟରେ ବିଷାକ୍ତ ଗ୍ୟାସ ଲିକ୍ ହୋଇଛି । ଏଥିଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଇଜିଏଚ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ୨ ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଆରଏସପିର…