Browsing Tag

Rourkela

ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାକୁ ସମ୍ମାନ, ରାଉରକେଲାରେ ଭାରତର ବଡ ହକି ଷ୍ଟାଡିୟମ ନିର୍ମାଣ ପାଇଁ…

ଭୁବନେଶ୍ୱର- ରାଉରକେଲାରେ ନିର୍ମାଣ ହେବ ଭାରତର ବୃହତ୍ତମ ହକି ଷ୍ଟାଡିୟମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ୨୦୨୩ ହକି ବିଶ୍ୱକପ୍ ରାଉରକେଲାରେ ବି ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ ନୂଆ ହକି ଷ୍ଟାଡିୟମ ନିର୍ମାଣ ସଂପର୍କରେ ଘୋଷଣା କରିଛନ୍ତି ।…

ଭିଜିଲାନ୍ସ ଜାଲରେ ରାଉରକେଲାର ଜିଏସଟି ଅଫିସର ଓ ବ୍ରହ୍ମପୁରର ଅଙ୍ଗନବାଡି କର୍ମୀ

ରାଉରକେଲା/ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ରାଉରକେଲାର ଜିଏସଟି ଅଫିସର ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସହରର ଛେଣ୍ଡ କୋଲୋନୀ ଘର ସମେତ ପୈତୃକ ଘର, ଶ୍ୱଶୁର ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି । ସେପଟେ ବ୍ରହ୍ମପୁର ସହରର ୱାର୍ଡ ନମ୍ବର -୯ର…

ରାଉରକେଲାରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୨ ଗିରଫ

ରାଉରକେଲା – ରାଉରକେଲାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ଲାଂଟ ସାଇଟ ଥାନା ଅନ୍ତର୍ଗତ ଗୁରୁଦ୍ୱାର ରୋଡ୍ ନିକଟରେ ଏକ ହୋଟେଲରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢାଉ କରିଥିଲା । ସେମାନଙ୍କଠାରୁ ନଗଦ ୧୨…

Rourkela: Jeweller Shot Dead

Rourkela: Tension flared up after a city based jeweller was shot dead by some unidentified miscreants at STI overbridge in Rourkela last night.' The deceased has been identified as Saroj Sahu. Sources said, Saroj was returning home…

ରାଉରକେଲାରେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ଉତେଜନା

ରାଉରକେଲା- ଇସ୍ପାତ ନଗରୀରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସରୋଜ ସାହୁ ନାମକ ଜଣେ ବ୍ୟବସାୟୀ ଦୁୁର୍ବୃର୍ତଙ୍କ ଗୁଳିମାଡରେ ପ୍ରାଣ ହରାଇବା ପରେ ସହରରେ ଉତେଜନା ଦେଖାଦେଇଛି । ସହରର ଏସଟିଆଇ ଓଭରବ୍ରିଜରେ କେହି ଦୁର୍ବୃର୍ତ ସରୋଜଙ୍କୁ ଗୁଳି ଚଳାଇଥିଲେ । ସେ ନିଜର ସୁୁନା…