Browsing Tag

Sambalpur admin

ଉପାନ୍ତ ଅଂଚଳରେ ଗମନାଗମନ ଚିନ୍ତା: ପାହାଡିଆ ରାସ୍ତାରେ ଚାଲି ଚାଲି ଦୁର୍ଗମ ଚାଷଭରଡି ଗାଁକୁ ଗଲେ ଜିଲ୍ଲାପାଳ

ସମ୍ବଲପୁର: ବିକାଶ ପାଇଁ ସମ୍ବଲପୁର ଜିଲ୍ଲାପାଳ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ରହିଥିବା ଦୁର୍ଗମ ଇଲାକାକୁ ଗମନାଗମନ ବ୍ୟବସ୍ଥା କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେଖୀରେ ଗୁରୁବାର ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା…

ମହାମାରୀ ମୁକାବିଲାରେ ପ୍ରଶାସନର ଆଉ ଏକ ବଳିଷ୍ଠ ପଦକ୍ଷେପ, କାର୍ଯ୍ୟକ୍ଷମ ହେଲା ସମ୍ବଲପୁର କୋଭିଡ୍ ହସପିଟାଲ

୨୪ ଘଣ୍ଟାରେ ୪୫ ରୋଗୀ ଭର୍ତ୍ତି ୨୦୦ ଶଯ୍ୟରୁ ୮୦ରେ ଆଇସିୟୁ ବ୍ୟବସ୍ଥା ସମ୍ବଲପୁର : କରୋନାର ପ୍ରଥମ ଲହର ପରି ଦ୍ବିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପୁରା ଦମ୍ ଲଗାଇ ଦେଇଛି । ଏହି ପରିପ୍ରେକ୍ଷୀରେ ବୁର୍ଲାରେ ୨ଟି କୋଭିଡ୍ ହସପିଟାଲରେ ମୋଟ୍ ୫୨୫…

କୋଭିଡ ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ଭୁରି ଭୋଜନ ପରସିଲେ ସମ୍ବଲପୁର ଜିଲ୍ଲାପାଳ

ସମ୍ବଲପୁର: ଆଜି ବୁର୍ଲା ବିଜୁକଲ୍ୟାଣ ମଣ୍ଡପ ରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଆୟୋଜିତ ହୋଇଯାଇଛି ବଡାଖାନା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ କୁ ସମ୍ବଲପୁର ଜିଲ୍ଲାପାଳ ସୁଭମ ସକ୍ସେନ ଉଦ୍ଘାଟନ କରିଥିଲେ । ତେବେ କୋଭିଡ ସମୟରେ ନିଜଯିବନକୁ ବାଜି ଲଗାଇ ସଫେଇ କାର୍ଯ୍ୟରେ ନିୟୋଜିତ…