Browsing Tag

Sambalpur

ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା, ଶତପ୍ରତିଶତ ଲକ୍ଷ୍ୟ ହାସଲରେ ରାଜ୍ୟରେ ପ୍ରଥମ ହେଲା ସମ୍ବଲପୁର

ସମ୍ବଲପୁର : ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ପରିଣାମ । କୋଭିଡ୍ ଟିକାକରଣରେ ଅଭୂତପୂର୍ବ ସଫଳତା ହାସଲ କରିଛି ସମ୍ବଲପୁର । ପ୍ରଥମ ଡୋଜ୍ କୋଭିଡ୍ ଟିକାକରଣରେ ଶତପ୍ରତିଶତ ଟାର୍ଗେଟ୍ ପୂରଣ କରି ସମ୍ବଲପୁର ସାରା ରାଜ୍ୟରେ ପ୍ରଥମ ଜିଲ୍ଲା ଭାବେ ଉଭା ହୋଇଛି । ଆଉ ଏହି ସଫଳତା ପାଇଁ ଅତିରିକ୍ତ…

ସ୍କୁଲ ରୂପାନ୍ତର ପର୍ବରେ ସାମିଲ ହେଲା ସମ୍ବଲପୁରର ୨୫ ସ୍କୁଲ

ଆଭିଜାତ୍ୟପୂର୍ଣ ସ୍କୁଲ ପରି ଚମକିଲା ଗାଁ ସ୍କୁଲ ସମ୍ବଲପୁର: ଗାଁ ସ୍କୁଲରେ ଘରେଇ ସ୍କୁଲର ପରିବେଶ ପାଇବେ ଛାତ୍ର/ଛାତ୍ରୀ, ସରକାରଙ୍କ ୫ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ୨୫ ଗୋଟି ସ୍କୁଲ ଜଡିତ ହୋଇଛି । ସମ୍ବଲପୁର ଜିଲ୍ଲାରେ ପ୍ରଥମ କରି ପ୍ରଥମ ପର୍ଯ୍ୟାୟରେ…

“ଘରର୍ ବଢେଟେ ବୁଝା ନବୀନ ବାବୁ ଉଠେଇଦେଲେ”

ମୁଖ୍ୟମନ୍ତ୍ରୀଙ୍କ ହାତରୁ ସ୍ମାର୍ଟକାର୍ଡ ପାଇଥିବା କିଛି ମହିଳାଙ୍କ ପ୍ରତିକ୍ରିୟା "ଗରିବର୍ ଜୀବନ୍ ଥିଁ ଇ କାର୍ଡ ବିପଦ୍ ବେଲର୍ ବନ୍ଧୁ ଆଏ" ସମ୍ବଲପୁର: ପଇସା ଅଭାବରୁ ଗରିବ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହୋଇଥାନ୍ତି । ଆଉ ଚିକିତ୍ସା ଖର୍ଚ ତୁଳାଇବାକୁ ଯାଇ ଲୋକେ ପିଲାଙ୍କ…

ବିରାଟ ବ୍ୟବସାୟ ପାଇଁ ବାଟ ଫିଟାଇଲା ମିଶନ ଶକ୍ତି : ଆକର୍ଷଣର କେନ୍ଦ୍ର ପାଲଟିଛି ସମ୍ବଲପୁରୀ ରାକ୍ଷୀର ପସରା

ସମ୍ବଲପୁର : ଆଉ ମାତ୍ର ୩ ଦିନ ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା | ଭାଇ ଭଉଣୀର ପବିତ୍ର ବନ୍ଧନର ଏହି ପର୍ବକୁ ସାରା ଦେଶରେ ବେଶ୍ ଉତ୍ସାହ ଉଦ୍ଦିପନାର ସହ ପାଳନ କରାଯାଇଥାଏ । ଏଥିପାଇଁ ବେଶ୍ କିଛି ସପ୍ତାହ ପୂର୍ବରୁ ସହର ଠାରୁ ଆରମ୍ଭ କରି ଗାଁ ଯାଏ ରାକ୍ଷୀର ପସରା ମେଳିଥାଏ । ଏବର୍ଷ ବି…