Browsing Tag

Sharad Pawar

ବିଜେପି ବିରୋଧରେ ମହାମେଣ୍ଟ ଯୋଜନା? ଆସନ୍ତାକାଲି ବିରୋଧୀ ଦଳଙ୍କୁ ନେଇ ବୈଠକ କରିବେ ଶରଦ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାୱାର ଆସନ୍ତାକାଲି ନିଜ ବାସଭବନରେ ବିରୋଧୀ ଦଳମାନଙ୍କ ଏକ ବୈଠକ ଡାକିଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ଓ ଜାତୀୟ ରାଜନୀତି ସରଗରମ ହୋଇଛି । ଏହି ବୈଠକରେ ୧୫ରୁ ୨୦ ଦଳର ନେତା ଯୋଗ ଦେବା ସମ୍ଭାବନା ରହିଛି । ଏହା…

ସଚିନଙ୍କୁ ଶରଦ ପାୱାରଙ୍କ ପରାମର୍ଶ: ଅଣ କ୍ରିକେଟ୍ ପ୍ରସଙ୍ଗରେ ବୟାନ ଦେଲାବେଳେ ସତର୍କ ରୁହ

ମୁମ୍ବାଇ – କୃଷକ ଆନ୍ଦୋଳନ ନେଇ ପପ୍‌ଷ୍ଟାର ରିହାନ୍ନାଙ୍କ ସମେତ କିଛି ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟ ପରେ ଭାରତରେ ଝଡ଼ ସୃଷ୍ଟି ହୋଇଥିଲା । ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଏହା ହସ୍ତକ୍ଷେପ ବୋଲି ଦର୍ଶାଇ ଭାରତର ବହୁ ସେଲିବ୍ରିଟି ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ଏମାନଙ୍କ ମଧ୍ୟରେ…