Browsing Tag

SJTA

ଶ୍ରୀଜିଉଙ୍କ ସୁନାବେଶ ନୀତିରେ ବିଳମ୍ବ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ- ପବିତ୍ର ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ହୋଇଛି । ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ତେବେ, ଶ୍ରୀଜିଉଙ୍କ ସୁନାବେଶ ନୀତିରେ ୬ ଘଂଟା ବିଳମ୍ବ ହୋଇଥିଲା । ନୀତି ବିଳମ୍ବ ଘଟଣାର ତଦନ୍ତ କରିବା ପାଇଁ ନୀତି ପ୍ରଶାସକଙ୍କୁ…

ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଏଣିକି ୧୦୦ ରୁ ୧୫୦ ଟଙ୍କାରେ ରହଣି ବ୍ୟବସ୍ଥା, ମୁଖ୍ୟ ପ୍ରଶାସକ କ୍ରିଷନ…

ପୁରୀ- ଏଣିକି ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁମାନେ ମାତ୍ର ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହଣୀର ସୁୁବିଧା ପାଇପାରିବେ । ଏହି ସ୍ୱଳ୍ପ ଦେୟ ଦେଇ ସେମାନେ ରହିବା ସହ ଖାଦ୍ୟପେୟର ବି ସୁବିଧା ପାଇପାରିବେ । ଏଥିପାଇଁ ଭକ୍ତ ନିବାସ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ ଅବଢା ଯୋଜନା…