ରାଜ୍ୟରୋ କୋରୋନା ମୃତ୍ୟୁସଂଖ୍ୟା ୪ ଶହ ପାର, ୨୪ ଘଂଟାରେ ଆଉ ୧୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ କୋରୋନାରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୪ ଶହ ପାର କରିଛି । ଏ ଯାଏଁ ୪୦୯ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲାରୁ ୩, ରାୟଗଡା ଓ କଟକ ଜିଲ୍ଲାରୁ ୨ ଲେଖାଏଁ ପ୍ରାଣ ହରାଇଛନ୍ତି । ବଲାଙ୍ଗୀର, ନୟାଗଡ ଓ ଗଜପତିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।

Comments are closed.