ଆଜି ୫୭୭

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୨ ଜିଲ୍ଲାରୁ ୫୭୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ କୋରୋନା ପଜିଟିଭ ସଂଖ୍ଯା ୧୧୨୦୧ କୁ ବୃଦ୍ଧି ପାଇଛି ।

ଆଜି ଚିହ୍ନଟ ହୋଇଥିବା ୫୭୭ଙ୍କ ମଧ୍ୟରୁ ୪୧୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଆଉ ୧୬୧ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧୪୯୮୭ ଜଣଙ୍କ ଟେଷ୍ଟ ସାରିଥିବା ବେଳେ ସେଥିମଧ୍ୟରୁ ୧‌୧୨୦୧ ଟି ପଜିଟିଭ କେଶ ବାହାରିଛି ୭୦୦୬ ଜଣ ଆରୋଗ୍ୟ ଲାଭ କରିସାରିଥିବା ବେଳେ ୪୧୨୮ ଟି ଆକ୍ଟିଭ କେସ ରହିଛି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ:

୧.ଅନୁଗୁଳ-୭
୨.ବାଲେଶ୍ୱର-୩୦
୩.ଭଦ୍ରକ-୨
୪.ବୌଦ୍ଧ-୫
୫.କଟକ-୧୪
୬.ଢ଼େଙ୍କାନାଳ-୪
୭.ଗଜପତି-୧୭
୮.ଗଞ୍ଜାମ-୨୬୦
୯.ଜଗତସିଂହପୁର-୭
୧୦.ଯାଜପୁର-୯
୧୧.ଝାରସୁଗୁଡ଼ା-୧
୧୨.କନ୍ଧମାଳ-୧
୧୩.କେନ୍ଦ୍ରାପଡ଼ା-୩
୧୪.କେନ୍ଦୁଝର-୪୮
୧୫.ଖୋର୍ଦ୍ଧା-୫୬
୧୬.କୋରାପୁଟ-୬
୧୭.ମାଲକାନଗିରି-୧
୧୮.ମୟୁରଭଞ୍ଜ-୧୪
‍୧୯.ନୟାଗଡ଼-୧
୨୦.ପୁରୀ-୫
୨୧.ସମ୍ବଲପୁର-୩
୨୨.ସୁନ୍ଦରଗଡ଼-୮୩

Comments are closed.