କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ କୋଭିଡ ଯାଞ୍ଚ କଡାକଡି

ଭୁବନେଶ୍ୱର- କୋରୋନା ମୁକାବିଲା ପଦକ୍ଷେପ ସ୍ୱରୂପ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଯାଂଚ କଡାକଡି ହେବ । ବାହାର ରାଜ୍ୟରୁ ଆସୁଥିବା ସବୁ ଯାତ୍ରୀଙ୍କର କୋଭିଡ ଯାଂଚ କରାଯିବ । ଆଜି ବିଏମସି ଓ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ୨୪ ଘଂଟିଆ ଯାତ୍ରୀ ଯାଂଚ ପାଇଁ ୬ଟି ଟିମ୍ ଗଠନ କରିଛି ବିଏମସି ।

Comments are closed.