ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକାତାରୁ ଓଡିଶା ଆଣିବା ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର- ଖୁବ୍ ଶୀଘ୍ର ଓଡିଶାକୁ ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ବର୍ତ୍ତମାନ ଏହି ବିମାନ କୋଲକାତାରେ ରହିଛି । ରାଜ୍ୟ ସରକାର ବିଜୁ ବାବୁଙ୍କ ବହୁ ସ୍ମୃତି ବହନ କରୁଥିବା ଏହି ବିମାନ ଓଡିଶା ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡିଶା ଆସିଲେ ବିମାନଟିକୁ ଭୁବନେଶ୍ୱର…

ପଶ୍ଚିମ ଓଡିଶା ବିକାଶ ପରିଷଦର ସହାୟତାରେ ପ୍ରସ୍ତୁତ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଲୋକାର୍ପଣ କରିବେ…

ଭୁବନେଶ୍ୱର- କୋରୋନା ମହାମାରୀ ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଂପୃକ୍ତ ଅଂଚଳର ଜିଲ୍ଲା ପ୍ରଶାସନଗୁଡିକୁ ସହଯୋଗ ପାଇଁ ଅଂଟା ଭିଡିଛି । ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପଶ୍ଚିମ ଓଡିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଜିଲ୍ଲାଗୁଡିକୁ ୨୫ କୋଟିର ସହାତା ଯୋଗାଇ ଦେଇଛି…

ରାଜ୍ୟରେ ଆଉ ୪୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୪୬ କୋରୋନା ରୋଗୀଙ୍କ ମୃତ୍ୟୁ ସହ ମୋଟ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ, ପୁରୀ ଓ ସୁନ୍ଦରଗଡରେ ୪ ଜଣ ଲେଖାଏଁ ରୋଗୀ ପ୍ରାଣ…

ପୁରୀ: ତାଳଧ୍ଵଜ ରଥ ଓ ଦେବଦଳନ ରଥର ଦ୍ୱାର-ଘୋଡା

ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥର ଉପରି ଭାଗ ତୋରଣକୁ ଦ୍ୱାର-ଘୋଡା କୁହାଯାଇଥାଏ। ଏହି ରଥର ପୂର୍ବପଟ ଦ୍ୱାର-ଘୋଡାର ମଧ୍ୟ ଭାଗରେ ଦେବୀ ବିମଳା ଓ ଦୁଇ ପାର୍ଶ୍ଵରେ ହନୁମାନଙ୍କ କାନ୍ଧରେ ଶ୍ରୀରାମ ଓ ଲକ୍ଷ୍ମଣଙ୍କ କାନ୍ଧରେ ଅଙ୍ଗଦ ବସିଥିବା ଚିତ୍ର ଅଙ୍କା ଯାଇଥାଏ। ପଶ୍ଚିମ ପଟଦ୍ୱାର-ଘୋଡାରେ…

ରାଜ୍ୟରେ ୩ ହଜାର ୨୨୨ ନୂଆ କୋରୋନା ଆକ୍ରାନ୍ତ, କଟକରୁ ସର୍ବାଧିକ ୬୧୯

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୨୨୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୮୩୮ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୩୮୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ସର୍ବାଧିକ ୬୧୯, ଖୋର୍ଦ୍ଧା ଜିଲ୍ଲାରୁ ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…