ଜିଏସ୍‌ଟି କାଉନସିଲର ନିଷ୍ପତ୍ତି: ବ୍ଲାକ୍ ଫଙ୍ଗସ୍ ଔଷଧ ଉପରୁ ଟିକସ ଛାଡ଼

ନୂଆଦିଲ୍ଲୀ: ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରୁ ଟିକସ ଛାଡ଼ କରାଯାଇଛି । ସେହିପରି କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ସବୁ ଉପକରଣ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଜିଏସ୍‌ଟି…

ଜାମ୍ମୁ କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସକର୍ମୀଙ୍କ ସହ ଚାରି ମୃତ

ଶ୍ରୀନଗର: ଆତଙ୍କବାଦୀମାନେ ଆଜି ସୋପୋରର ଅରାମପୋରାରେ ପୋଲିସ ଏବଂ ସିଆରପିଏଫ୍ ର ମିଳିତ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀର…

କୋରୋନା ଦ୍ୱିତୀୟ ପ୍ରବାହରେ ପ୍ରାଣ ହରାଇଛନ୍ତି ୭୧୯ ଡାକ୍ତର

ନୂଆଦିଲ୍ଲୀ - କୋରୋନା ମହାମାରୀର ଦ୍ୱିତୀୟ ପ୍ରବାହରେ ଦେଶରେ ୭୧୯ ଡାକ୍ତର ପ୍ରାଣ ହରାଇଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦ୍ୱିତୀୟ ପ୍ରବାହରେ ବିହାରରେ ସର୍ବାଧିକ ୧୧୧ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯ ଡାକ୍ତର ପ୍ରାମ…

ପଞ୍ଜାବ ନିର୍ବାଚନ: ମାୟାବତୀଙ୍କ ବିଏସ୍‌ପି ସହ ଅକାଳି ଦଳର ମେଣ୍ଟ

ନୂଆଦିଲ୍ଲୀ: କୃଷି ଆଇନକକୁ ବିରୋଧ କରି ବିଜେପିର ହାତ ଛାଡ଼ିବା ପରେ ଶିରୋମଣି ଅକାଳି ଦଳ ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସହ ମେଣ୍ଟ କରିଛି । ବିଏସ୍‌ପି ସହ ମିଶି ଗତ ନିର୍ବାଚନରେ ହାତରୁ ଖସିଥିବା ସିଟ୍‌କୁ ଏଥର…

ବିଳମ୍ବରେ ହେଲେ ବି ଏଥର ୟୁଜି/ପିଜି ପରୀକ୍ଷା ହେବ, ଆସନ୍ତା ୧୮ରେ ଚୂଡାନ୍ତ ନିଷ୍ପତ୍ତି

ଭୁବନେଶ୍ୱର- ବିଳମ୍ବରେ ହେଲେ ବି ଚଳିତବର୍ଷ ୟୁଜି/ପିଜି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଆଜି କୁଳପତିମାନଙ୍କ ସହ ହୋଇଥିବା ବୈଠକ ପରେ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ । କୁଳପତିମାନଙ୍କ ବୈଠକରେ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ପାଠପଢା…

ଓଡିଶା ପୋଲିସରେ ତୃତୀୟ ଲିଙ୍ଗୀଙ୍କ ପାଇଁ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର- ଓଡିଶା ପୋଲିସରେ ଏଣିକି ତୃତୀୟ ଲିଙ୍ଗୀମାନେ ବି ନିଯୁକ୍ତି ପାଇପାରିବେ । ଓଡିଶା ପୋଲିସର ସବ୍ ଇନସପେକ୍ଟର ପଦବୀ ପାଇଁ ସେମାନେ ଆବେଦନ କରିପାରିବେ । ଓଡିଶା ପୋଲିସ ପକ୍ଷରୁ ୪୭୭ଟି ସବ୍ –ଇନସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଓଡିଶା ପୋଲିସ ପକ୍ଷରୁ…

ନକଲି ଔଷଧ କାରବାରର ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର- ନକଲି ଔଷଧ କାରବାରର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ଗତକାଲି କଟକରୁ ନକଲି ଔଷଧ ଜବତ ହୋଇଥିଲା । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା, ସେ ଉପରେ ତଦନ୍ତ କରାଯିବ ।…