ସ୍ପଷ୍ଟ କଲେ ଗାଙ୍ଗୁଲି, ୟୁଏଇ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁଁ ଭାରତରୁ ସ୍ଥାନାନ୍ତର ହେବ ଟି୨୦ ବିଶ୍ୱକପ୍ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି । ଏହି ମେଗା ଇଭେଣ୍ଟ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାର ଅଛି । ଗାଙ୍ଗୁଲି ଗଣମାଧ୍ୟମକୁ କହିଛନ୍ତି ଯେ, ଟି୨୦ ବିଶ୍ୱକପକୁ ୟୁଏଇ…

ପୁଣି ମିଲିଟାରୀ ଷ୍ଟେସନ ଉପରେ ଉଡ଼ିଲା ଡ୍ରୋନ୍‌, ଫାୟାରିଂ ପରେ ଅଦୃଶ୍ୟ

ଜମ୍ମୁ: ବାୟୁସେନା ବିମାନ ଘାଟିରେ ଡ୍ରୋନ୍ ଆକ୍ରମଣର ଦିନକ ପରେ ପୁଣି ଏଠାରେ ଏକ ମିଲିଟାରୀ ଷ୍ଟେସନ୍ ଉପରେ ଦୁଇଟି ଡ୍ରୋନ୍ ଉଡ଼ିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଡ୍ରୋନ୍ ଉଡ଼ୁଥିବା ଦେଖି ସେନାବାହିନୀ ପକ୍ଷରୁ ଫାୟାରିଂ କରାଯାଇ ତାକୁ ଖସାଇବା ପାଇଁ ଉଦ୍ୟମ କରାଯାଇଥିଲା । ହେଲେ ଦୁଇ…

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ, ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି ପ୍ରାଇମ-୧ରେ ସଫଳ ପରୀକ୍ଷଣ କରାଯାଇଛି । ୪ ନମ୍ବର ଲଞ୍ଚପ୍ୟାଡରୁ କ୍ଷେପଣାସ୍ତ୍ର ଛଡାଯାଇଥିଲା । ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୫୦୦ କିଲୋମିଟର । ହଜାରେ କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି…

ପ୍ରଫେସର ବଂଶୀଧର ମାଝୀ ଭିସୁଟର ନୂଆ କୁଳପତି

ଭୁବନେଶ୍ୱର- ବୁର୍ଲାର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜ ଭିସୁଟ୍‌ର ନୂଆ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ନିଯୁକ୍ତି ମିଳିଛି । ରାଜପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଏହି ନିଯୁକ୍ତି ଦେଇଛନ୍ତି । କୁଳପତି ଭାବେ ବଂଶୀଧର ମାଝୀ ଦାୟିତ୍ୱ ଗ୍ରହଣ କରିବା…

ପୁଲୱାମା: ଘରେ ପଶି ଏସ୍‌ପିଓ, ପତ୍ନୀଙ୍କୁ ହତ୍ୟା କଲେ ଆତଙ୍କାବାଦୀ

ଶ୍ରୀନଗର: ଗତକାଲି ଜମ୍ମୁରେ ଡ୍ରୋନ୍ ଦ୍ୱାରା ବାୟୁସେନା ବିମାନ ଘାଟିରେ ଆକ୍ରମଣ ପରେ ଆତଙ୍କବାଦୀ ମାନେ ଆଜି ପୁଲୱାମାରେ ଜଣେ ସ୍ୱତନ୍ତ୍ର ପୋଲିସ୍ ଅଧିକାରୀ (ଏସ୍‌ପିଓ) ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଏସ୍‌ପିଓଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ…

ପେଟ୍ରୋଲ ସେଂଚୁରୀ ବେଳେ ଆଶାର କିରଣ: ଚର୍ଚ୍ଚାରେ ଉପାନ୍ତ ମାଣ୍ଡୋସିଲର ଖୁଣ୍ଟିଆ ଭ୍ରାତାଙ୍କ ଇଲେକ୍ଟ୍ରି ସାଇକେଲ

ବରଗଡ: ଦୁଇଦିନ ତଳୁ ପେଟ୍ରୋଲ ଦର ସେଂଚୁରୀ ମାରିସାରିଛି । ଏଥିପାଇଁ ଦାୟିତ୍ବରେ ଥିବା ଓଡିଆ ପୁଅ ପାଇଁ ଏବେ ସମାଲୋଚନା ଅସହ୍ୟ ହେଲାଣି । ସେପଟେ ଶହେ ଟଂକିଆ ତେଲ ଗରିବଙ୍କ ଖ୍ୟମତା ବାହାରକୁ ଗଲାଣି । ଏଭଳି ସ୍ଥିତିରେ ବରଗଡ ଜିଲ୍ଲାର ଉପାନ୍ତ ଇଲାକା ମାଣ୍ଡୋସିଲର ଦୁଇ ଭାଇ ଉଦ୍ଭାବନ କରିଥିବା…

କରୋନା ଅପଡେଟ୍‌: ଦେଶରେ ଆଉ ୪୬ ହଜାର ନୂଆ ଆକ୍ରାନ୍ତ, ୭୬ ଦିନ ପରେ ହଜାରେ ତଳେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୪୬,୧୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୯୭୯ ଜଣ ପ୍ରାଣ ହରାଇଛନ୍ତି । ୭୬ ଦିନ ପରେ ମୃତ୍ୟୁସଂଖ୍ୟା ହଜାରେ ତଳକୁ ଖସିଛି । କୋଭିଡ୍‌-୧୯ରୁ ଆଉ ୫୮,୫୭୮ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ

ଭୁବନେଶ୍ୱର-ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବ୍ୟବସ୍ଥା ହେବ ।…