ପାଞ୍ଚ ରାଜ୍ୟରେ ଜାନୁୟାରୀ ୨୨ ଯାଏଁ ବଢ଼ିଲା ରାଲି ଉପରେ କଟକଣା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ରାଲି ଉପରେ କଟକଣାକୁ ନିର୍ବାଚନ ଆୟୋଗ ଜାନୁୟାରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ରାଜନୈତିକ ଦଳମାନଙ୍କୁ କେବଳ ଭର୍ଚୁଆଲ୍ ରାଲି କରିବାକୁ ଅନୁମତି ଦିଆଯାଇଛି। ଦେଶରେ କରୋନାର ସାମ୍ପ୍ରତିକ ସ୍ଥିତିକୁ…

ଏଥରର ପଂଚାୟତ ନିର୍ବାଚନ ସଂପୂର୍ଣ୍ଣ ଅଲଗା ଓ ଆହ୍ୱାନପୂର୍ଣ୍ଣ : ଡିଜିପି ବଂସଲ

ଭୁବନେଶ୍ୱର – ଏଥରର ପଂଚାୟତ ନିର୍ବାଚନ ସଂପୂର୍ଣ୍ଣ ଅଲଗା । ଏହା କହିଛନ୍ତି ପୋଲିସ ଡିଜି ସୁନୀଲ ବଂସଲ । କୋଭିଡ ଗାଇଡଲାଇନ ମଧ୍ୟରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ କରିବା ଏକ ଚ୍ୟାଲେଞ୍ଜିଂ ଟାସ୍କ ବୋଲି କହିଛନ୍ତି ଡିଜିପି ବଂସଲ । ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ସହ ବୈଠକ ପରେ ଏଭଳି…

କୋଟିଆର ସମସ୍ତ ୧୩ଟି ୱାର୍ଡରେ ହେବ ପଂଚାୟତ ନିର୍ବାଚନ : କୋରାପୁଟ ଜିଲ୍ଲାପାଳ

ଜୟପୁର – କୋରାପୁଟ କୋଟିଆର ସମସ୍ତ ୧୩ଟି ୱାର୍ଡରେ ହେବ ପଂଚାୟତ ନିର୍ବାଚନ । କୋରାପୁଟ ଜିଲ୍ଲାପାଳ ଅବଦୁଲ ଅଖତାର ଏହି ସୂଚନା ଦେଇଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ନିର୍ବାଚନରେ ବାଧା ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେ…

ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟ୍ : ତୃତୀୟ ଲହରରେ ସଂକ୍ରମିତଙ୍କଠାରେ ସାମାନ୍ୟ ଲକ୍ଷଣ, ମାତ୍ର ୨ -୩ ଦିନ ରହୁଛି

ଭୁବନେଶ୍ୱର- ଆଜିଠାରୁ ରାଜ୍ୟ ସରକାରଙ୍କ କୋରୋନା ସଂପର୍କିତ ପ୍ରେସମିଟ୍ ଆରମ୍ଭ ହୋଇଛି । ତୃତୀୟ ଲହରରେ ଗୃହ ପୃଥକବାସର ଗୁରୁତ୍ୱ ବହୁ ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏବେ ୭ ଦିନ ହୋମ୍ ଆଇସୋଲେସନରେ ରହିବେ ରୋଗୀ । ତିନି ଦିନ ଲଗାତର ଜ୍ୱର ନ ଆସିଲେ ୭ ଦିନ ଆଇସୋଲେସନରେ ରହିବେ…

୪୫ ଲକ୍ଷର ବାଣ ନଷ୍ଟ କରାଗଲା

ବ୍ରହ୍ମପୁର: ଦୀପାବଳି ସମୟରେ ଜବତ ହୋଇଥିଲା ୪୫ ଲକ୍ଷ ଟଙ୍କାର ବାଣ। ଏସବୁ ବେଆଇନ ଭାବେ ଗଚ୍ଛିତ ରଖାଯାଇ ଥିଲା କିମ୍ବା ଲୁଚାଛପାରେ ବିକ୍ରି ପାଇଁ ଉଦ୍ଦିଷ୍ଟ ଥିଲା ଯାହାକୁ ଉଚିତ ସମୟରେ ଧରପଗଡ଼ କରିଥିଲା ପୋଲିସ। ଉକ୍ତ ଜବତ ବାଣକୁ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଆଜି ପୋଲିସ ସୁରକ୍ଷିତ ଉପାୟରେ…

ସେନା ଦିବସରେ ଭାରତୀୟ ସେନାର ନୂଆ କମ୍ବାଟ୍ ୟୁନିଫର୍ମ ଉନ୍ମୋଚିତ

ନୂଆଦିଲ୍ଲୀ: ସେନା ଦିବସ ଅବସରରେ ଭାରତୀୟ ସେନା ନିଜର ନୂଆ କମ୍ବାଟ୍ ତଥା ଯୁଦ୍ଧ ୟୁନିଫର୍ମ ଉନ୍ମୋଚିତ କରିଛି | ରାଜଧାନୀ ଦିଲ୍ଲୀର କ୍ୟାଣ୍ଟରେ ସେନା ଦିବସର ବାର୍ଷିକ ପ୍ୟାରେଡରେ ଏହି ନୂଆ ୟୁନିଫର୍ମ ପିନ୍ଧି ପାରାସୁଟ୍ ରେଜିମେଣ୍ଟର କମାଣ୍ଡୋମାନେ ମାର୍ଚ୍ଚ ପାଷ୍ଟ କରୁଥିବାର ଦେଖିବାକୁ…

ମୋଦିଙ୍କ ଘୋଷଣା: ଜାନୁଆରୀ ୧୬କୁ ‘ଜାତୀୟ ଷ୍ଟାର୍ଟ ଅପ୍ ଦିବସ ‘ଭାବେ ପାଳନ କରାଯିବ

ନୂଆଦିଲ୍ଲୀ:ଦେଶରେ ଏଣିକି ଜାନୁଆରୀ ୧୬କୁ 'ଜାତୀୟ ଷ୍ଟାର୍ଟ ଅପ୍ ଦିବସ ' ଭାବେ ପାଳନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ଉଦ୍ୟୋଗୀମାନଙ୍କ ସହ କଥାବାର୍ତ୍ତା ସମୟରେ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ସେ କହିଥିଲେ ଯେ ମୁଁ ଦେଶର ସେହି ସମସ୍ତ ଷ୍ଟାର୍ଟଅପ୍, ଏବଂ…

ରାଜ୍ୟରେ ଆଉ ୩୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର –ରାଜ୍ୟରେ ଆଉ ୩୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨କୁ ବୃଦ୍ଧି ପାଇଛି । ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ଆଇଏଲଏସ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦେଇଛି । ରାଜ୍ୟରେ ଡିସେମ୍ବର ୨୧ ତାରିଖରେ ପ୍ରଥମେ…