ଓମିକ୍ରନ ଆତଙ୍କ ଯୋଗୁଁ ସତର୍କତା : ବଡଦିନରୁ ଜାନୁଆରୀ ୨ ଯାଏଁ ରାଜ୍ୟରେ କଟକଣା ଜାରି

ଭୁବନେଶ୍ୱର- ଓମିକ୍ରନ ଆତଙ୍କ ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଆସନ୍ତାକାଲିଠାରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଜାରି କରାଯାଇଛି । ବଡଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଦେବଗଡରେ ବିଶାଳ ବିକ୍ଷୋଭ ସମାବେଶ

କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ଦାବି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କୁ 14165 ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ ଦେବଗଡ଼: ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆହ୍ଵାନ କ୍ରମେ ଦେବଗଡ଼ ଡିଭିଜନ ରେ ସହ ସହ ସଂଖ୍ୟାରେ ତୋଳାଲି , କର୍ମଚାରୀ, ବନ୍ଧାଲି ଗୋପଲଜି ମନ୍ଦିର ପ୍ରାଙ୍ଗଣ…

କ୍ରିକେଟର ସବୁ ଫର୍ମାଟରୁ ହରଭଜନ ସିଂଙ୍କ ଅବସର

ନୂଆଦିଲ୍ଲୀ: ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ଶୁକ୍ରବାର କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ମାଧ୍ୟମରେ ହରଭଜନ ସିଂ ଅବସର ଘୋଷଣା କରିଛନ୍ତି। ଏହା ସହିତ ତାଙ୍କର ୨୩ ବର୍ଷର କ୍ୟାରିଅର୍ ଶେଷ ହୋଇଛି | ପରବର୍ତ୍ତୀ ଆଇପିଏଲ୍ ସିଜନ୍ ପାଇଁ ହରଭଜନ ସିଂ…

ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ ରଖିଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି ଆଜି ବିକାଶର ନୂଆ ପରିଚୟ ନେଇ ଆଗକୁ ବଢୁଛି - ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି ଟଙ୍କା ଖର୍ଚ୍ଚ…

ଉଠାଦୋକାନୀଙ୍କୁ କୋଭିଡ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ, ୭୦ଟି ସହରରେ ଭେଣ୍ଡିଂ ଜୋନ୍ ପାଇଁ ଘୋଷଣା

ଭୁବନେଶ୍ୱର- ରାଜ୍ୟର ଉଠା ଦୋକାନୀଙ୍କୁ ମିଳିଲା କୋଭିଡ ସହାୟତା । ୧ ଲକ୍ଷ ୧ ହଜାର ଉଠାଦୋକାନୀ ଓ ରାସ୍ତାକଡର ଦୋକାନୀଙ୍କୁ ରାଜ୍ୟ ସରକାର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ସବୁ ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ସହରାଂଚଳରେ ଥିବା ଉଠାଦୋକାନୀଙ୍କ ପାଇଁ ୩୦…

ଆଇଆଇଟି କାନପୁରର ପୂର୍ବାନୁମାନ: ଓମିକ୍ରନ୍ ଆଣିବ ତୃତୀୟ ଲହର, ଫେବୃଆରୀ ୩ ସୁଦ୍ଧା ପିକ୍

ହାଇଦ୍ରାବାଦ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁଁ ଦେଶରେ ଖୁବ୍ ଶୀଘ୍ର ତୃତୀୟ ଲହର ଆସିପାରେ | ଆଇଆଇଟି କାନପୁରର ଗବେଷକଙ୍କ ପକ୍ଷରୁ ହୋଇଥିବା ଅଧ୍ୟୟନରେ ଏଭଳି ପୂର୍ବାନୁମାନ କରାଯାଇଛି | ଏଥିରେ କୁହାଯାଇଛି ଯେ ଫେବୃଆରୀ ୩ରେ କରୋନା ମାମଲା ପିକ୍ ରେ ରହିବ। ମହାମାରୀର ପ୍ରଥମ ଦୁଇଟି…