ମେଡିକାଲ କଲେଜରେ ପାର୍ଟି ସାଜିଲା ‘ସୁପର ସ୍ପ୍ରେଡର୍’, ଆକ୍ରାନ୍ତଙ୍କ ସଂଖ୍ୟା ୧୮୨କୁ ବୃଦ୍ଧି
ବେଙ୍ଗାଲୁରୁ: କର୍ଣ୍ଣାଟକର ଧରୱାଡର ଏକ ମେଡିକାଲ କଲେଜରେ ଅନୁଷ୍ଠିତ ଏକ ପାର୍ଟି ସେଠାରେ କରୋନା ସଂକ୍ରମଣର 'ସୁପର ସ୍ପ୍ରେଡର୍' ସାଜିଛି। ଗୋଟିଏ ଦିନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ଏହି କଲେଜ ଏବେ ଏକ କୋଭିଡ-୧୯ କ୍ଲଷ୍ଟରରେ ପରିଣତ ହୋଇଛି |…