ଶକ୍ତି ଓ ଖାଦ୍ୟଶସ୍ୟ ସଂରକ୍ଷଣକୁ ମଜବୁତ କରିବେ ମହିଳା ଏସଏଚଜି

ରାଉରକେଲା: ଶିଶୁ ଓ ପ୍ରସୂତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପରିଚାଳନା, ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରାନ୍ଧି ଦେବାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସହାୟତା ଯୋଗାଣ ଆଉ କରୋନା ମହାମାରୀ କାଳରେ ସଚେତନତା କାର୍ଯ୍ୟ ଭଳି ଗୁରୁ ଦାୟିତ୍ବ କେବଳ ସମ୍ଭାଳି…

ଲୋକାଲ୍ ଟ୍ରେନରେ ଗ୍ୟାସ୍ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ, ମୁମ୍ବାଇରେ ହାଇ ଆଲର୍ଟ

ମୁମ୍ବାଇ: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇର ଧରାବୀ ଅଞ୍ଚଳର ବାସିନ୍ଦା ଥିଲା। ଦିଲ୍ଲୀ ସ୍ପେଶାଲ ସେଲର ସୂତ୍ରରୁ ଜଣାପଡିଛି ଯେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀମାନେ ମୁମ୍ବାଇର ଲୋକାଲ୍…

କରୋନା ଅପଡେଟ୍: ଭାରତରେ ଆଉ ୩୫,୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଥିବା ବେଳେ ଭାରତରେ କରୋନାର ତୃତୀୟ ଲହର ନେଇ ଆଶଙ୍କା କରାଯାଉଛି। ଦେଶରେ ସଂକ୍ରମଣ ସମ୍ପୂର୍ଣ୍ଣ କମିନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୫ ହଜାର ୬୬୨ଟି ନୂଆ ମାମଲା ରୁଜୁ ହୋଇଛି। ଏହି ମହାମାରୀରେ ଆଉ ୨୮୧ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ…

ବାଜରା ଚାଷ ପ୍ରୋତ୍ସାହନ କ୍ଷେତ୍ରରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ବାଜରା ଚାଷକୁ ପ୍ରୋତ୍ସାହନ ଦିଆଯାଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପୁରସ୍କୃତ ହୋଇଛି ।ଏହି ଶ୍ରେଣୀରେ ଶ୍ରେଷ୍ଠ ରାଜ୍ୟ ଭାବେ ବିବେଚିତ ହୋଇଛି ଓଡିଶା । ଭାରତୀୟ କୃଷି ଗବେଷଣା ପରିଷଦ-ଆଇସିଏଆର୍‌- ଭାରତୀୟ ବାଜରା ଗବେଷଣା ପ୍ରତିଷ୍ଠାନ ( ଆଇଆଇଏମଆର୍ ) ଏବଂ ଖାଦ୍ୟ ଓ କୃଷି…

ଆମେରିକାରେ ବୟସ୍କ ଓ ହାଇରିସ୍କ ଲୋକଙ୍କୁ ଦିଆଯିବ ଫାଇଜର୍ ବୁଷ୍ଟର୍ ଡୋଜ୍

ନ୍ୟୁୟର୍କ: ଆମେରିକାରେ ଫାଇଜର କୋଭିଡ ବୁଷ୍ଟର ଡୋଜକୁ ମଞ୍ଜୁରି ମିଳିଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଏହାକୁ ଅନୁମୋଦନ କରିଛି। ଏଫଡିଏର ବିଶେଷଜ୍ଞ ପରାମର୍ଶଦାତାମାନଙ୍କର ଏକ ପ୍ୟାନେଲ୍ କହିଛି ଯେ ଫାଇଜର ଏବଂ ବାୟୋ ଟେକ୍ ଏସ୍ଇ ଦ୍ୱାରା ପ୍ରସ୍ତୁତ କୋଭିଡ୍ ବୁଷ୍ଟର୍ ଡୋଜ୍…

ଆଜି ବନ୍ୟା ଆଶଙ୍କା, ମୁଣ୍ଡଳିରେ ପହଂଚୁଛି ହୀରାକୁଦ ପାଣି, ବିପଦସଂକେତ ତଳେ ଜଳସ୍ତର

ଭୁବନେଶ୍ୱର - ଆଜି ସଂଧ୍ୟାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଇଥିଲା । ଏଥିଯୋଗୁଁ କିଛି ଉପକୂଳ ଜିଲ୍ଲା ପାଇଁ ବିପଦ ହୋଇପାରେ ବୋଲି ପୂର୍ବାନୁମାନ ମଧ୍ୟରେ ଖବର ମିଳିଛି ଯେ, ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ କଟକ ମୁଣ୍ଡଳି ଦେଇ ପ୍ରବାହିତ ହେଉଛି । ମୁଣ୍ଡଳିରେ ସ୍ଥିର ରହିଛି…