ରାଜପଥରେ ୧୨୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଲିମିଟ୍ ଉପରେ ବ୍ରେକ୍ ଲଗାଇଲେ ମାଡ୍ରାସ ହାଇକୋର୍ଟ, କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ଦ୍ରୁତ ଗତିରେ ଡ୍ରାଇଭିଂ ଜନିତ ଘଟୁଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ମାଡ୍ରାସ ହାଇକୋର୍ଟ ରାଜପଥରେ ଯାନ ମାନଙ୍କର ସର୍ବୋଚ୍ଚ ବେଗକୁ ୧୨୦ କିଲୋମିଟର ପ୍ରତି ଘଣ୍ଟା ବୃଦ୍ଧି କରିବା ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ…

ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର - ଆଜି ହେଉଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଅଭିବ୍ୟକ୍ତିର ସ୍ୱାଧୀନତା, ମାନବିକ ଅଧିକାରର ସୁରକ୍ଷା, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହେଉଛି ଆମ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ । ଆଜିର…

ବନ୍ଧା ହେଲେ କୋଟିପତି ଅଙ୍ଗନବାଡି ଦିଦି

ଭୁବନେଶ୍ୱର – ଖୋର୍ଦ୍ଧା କୋରଡକଂଟାର କୋଟିପତି ଅଙ୍ଗନବାଡି ଦିଦିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି କବିତା ମଥାନ । ତାଙ୍କୁ ଆଜି କୋର୍ଟ ଚାଲାଣ କରିବ ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ଘରେ ଚଢାଉ କରିଥିଲା…

କରୋନା ଅପଡେଟ୍: କ୍ରମାଗତ ଚତୁର୍ଥ ଦିନ ଧରି ଦେଶରେ ୩୦ ହଜାରରୁ କମ୍ ମାମଲା

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନ ଧରି ଦେଶରେ ୩୦ ହଜାରରୁ କମ୍ ମାମଲା ଆସିଛି। ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୨୭,୧୭୬ ନୂଆ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ୨୮୪ ଲୋକ ପ୍ରାଣ ହରାଇଛନ୍ତି। ୩୮,୦୧୨ ଲୋକ ମଧ୍ୟ କରୋନାରୁ…

ହୀରାକୁଦର ଆଉ ୬ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ, ଜଳସ୍ତର ୬୨୮ ଫୁଟ ଟପିଲା

ସମ୍ବଲପୁର: ଅବିଶ୍ରାମ ଲଘୁଚାପ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରକୁ ସକାଳ ୯ଟା ସୁଦ୍ଧା ୨ ଲକ୍ଷ୍ୟ ୯୮ ହଜାର କ୍ୟୁସେକ ପାଣି ପ୍ରବେଶ କରୁଛି । ଫଳରେ ଜଳସ୍ତର ୬୨୮.୧୦ ଫୁଟ ଛୁଇଁଲାଣି । ସ୍ଥିତିକୁ ଦେଖି କର୍ତ୍ତୃପକ୍ଷ୍ୟ ଆଉ ୬ଟି ଗେଟ୍ ଖୋଲିବାକୁ ନିର୍ଦ୍ଦେଶ…

ଜିଏସଟି ଅଧୀନକୁ ଆସିପାରେ ପେଟ୍ରୋଲ-ଡିଜେଲ, ଆଗାମୀ ବୈଠକରେ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇପାରନ୍ତି। ସୂଚନାନୁସାରେ, 'ଏକ ଦେଶ- ଏକ ଦାମ୍' ଯୋଜନା ଅନୁଯାୟୀ ସରକାର ପେଟ୍ରୋଲ-ଡିଜେଲ, ପ୍ରାକୃତିକ ଗ୍ୟାସ ଏବଂ ବିମାନ ଇନ୍ଧନକୁ ଜିଏସଟି ଅଧୀନକୁ ଆଣିବା…

ଅକ୍ଟୋବର ପହିଲାରୁ ଅସନ୍ତୁଷ୍ଟ ଯୁକ୍ତ ଦୁଇ ପିଲାଙ୍କ ପାଇଁ ଅଫ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର- ଫଳାଫଳରେ ଅସନ୍ତୁଷ୍ଟ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ଆସନ୍ତାମାସ ୧ ତାରିଖରୁ ୧୧ ତାରିଖ ଯାଏଁ ହେବ । ରବିବାର ମଧ୍ୟ ପରୀକ୍ଷା ହେବ । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ୧୩ ହଜାର ୪୩ ଜଣ ପିଲା ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି । କୋରୋନା ଗାଇଡଲାଇନ ମଧ୍ୟରେ…