ପ୍ରବଳ ବର୍ଷା ଯୋଗୁଁ ୧୨ଟି ଜିଲ୍ଲାରେ ଦୁଇ ଦିନ ବନ୍ଦ ରହିବ ସ୍କୁଲ୍

ଭୁବନେଶ୍ୱର – ଲଘୁଚାପ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ୍ ଛୁଟି ରହିବ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ପୁରୀ ସମେତ ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ, ନୟାଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ,…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୫ ଶହରୁ ତଳେ, ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ଶିଶୁ-କିଶୋରଙ୍କ ସଂଖ୍ୟା ୫୭

ଭୁବନେଶ୍ୱର – ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୫ଶହ ତଳେ ରହିଛି । ଗତ ୨୪ ଘଣ୍ଟାରେ କୋରୋନାର ୪୭୧ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରେ ୫୭ ସଂକ୍ରମିତ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭ ଆକ୍ରାନ୍ତ ଚିହ୍ନଟ…

ଲଘୁଚାପ ପ୍ରଭାବରେ ବର୍ଷା ଜାରି, ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ବର୍ଷା,

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଆଜି ସକାଳେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଗତକାଲିଠାରୁ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । କାଲି ସକାଳ ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଲଘୁଚାପ ପ୍ରଭାବରେ…

ଶିଖିଲେ, ଏବେ ରୋଜଗାର କରିବେ କାରାଗାର ଅନ୍ତେବାସୀ

ଲେଖକ: ପ୍ରତିଭା ନେପାକ ରାଜ୍ୟ ସରକାରଙ୍କ କାରାଗାର ସଂସ୍କାରର ସୁଫଳ ଏବେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଜେଲରେ ବନ୍ଦୀ ଜୀବନ ଏବେ ଶିକ୍ଷଣୀୟ ହୋଇପାରିଛି। କେବଳ ଖାଇବା, ନିତ୍ୟକର୍ମ ସାରିବା ଓ ଅଯଥାରେ ସମୟ ନଷ୍ଟ କରିବା ବଦଳରେ କାରାଗାର ଅନ୍ତେବାସୀ ଏବେ କିଛି ସାର୍ଥକ କାର୍ଯ୍ୟରେ…

ଆଜିଠାରୁ ନୂଆ ଏସଓପିରେ ଜଗା ଦର୍ଶନ : ଭକ୍ତ ନେଇପାରିବେ ଭୋଗ, ଜାଳିପାରିବେ ଦୀପ, ଦର୍ଶନ ଅବଧି ୨ ଘଣ୍ଟା ବୃଦ୍ଧି

ପୁରୀ – ତିନିଦିନ ଦର୍ଶନ ବନ୍ଦ ରହିଲା ପରେ ଆଜିଠାରୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଆଜିଠାରୁ ନୂଆ ଏସଓପି ଅନୁସାରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ନୂଆ ଏସଓପି ଅନୁସାରେ କିଛି କଟକଣା କୋହଳ କରାଯାଇଛି । ଏଥର କେବଳ ରବିବାର ହିଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ।…

ଅବପାତରେ ପରିଣତ ହେଲା ଲଘୁଚାପ, ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି, ଗତ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୨୯ ମିମି ବର୍ଷା

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବର ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆଜି ବି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଅବପାତ ଆଜି ଓଡିଶା ଉପକୂଳ ଦେଇ ଗତି କରିବ । ଧୀରେ…