ରାଜ୍ୟରେ ଆଉ ୬୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ତଥ୍ୟ ଅନୁସାରେ ଆଉ ୬୪ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ଆଉ ୨୭ କେରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କଟକରୁ ୧୭, ବାଲେଶ୍ୱର ଓ କେନ୍ଦୁଝରରୁ ୪ ଲେଖାଏଁ…

ସୁନ୍ଦରଗଡରେ ବିଭିନ୍ନ ପ୍ରକଳ୍ପ ଓ ଏନଟିପିସି ମେଡିକାଲ ପରିଦର୍ଶନ କଲେ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ସୁନ୍ଦରଗଡ- ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ସୁନ୍ଦରଗଡ ଗସ୍ତ କରି ବିଭିନ୍ନ ମେଗା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୁଖ୍ୟ ସଚିବ ଓ ୫-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଏନଏଚଆରଏମ୍ ନିର୍ଦ୍ଦେଶକ ଶାଳିନୀ…

ଟୋକିଓ ଅଲିମ୍ପିକ୍ସ: ଗଲ୍ଫରେ ପଦକରୁ ଅଳ୍ପକେ ବଞ୍ଚିତ ଅଦିତି, ଚତୁର୍ଥ ସ୍ଥାନ ସହ ଶେଷ କଲେ ଅଭିଯାନ

ଟୋକିଓ: ଭାରତର ଅଦିତି ଅଶୋକ ଟୋକିଓ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ଷ୍ଟ୍ରୋକ୍ ପ୍ଲେ ଗଲ୍ଫରେ ଐତିହାସିକ ପଦକରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି । ଶେଷ ଯାଏଁ ଚମତ୍କାର ପ୍ରଦର୍ଶନ କରିଥିବା ଅଦିତି ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ଗତକାଲି ତୃତୀୟ ରାଉଣ୍ଡ ସୁଦ୍ଧା ଅଦିତି ଦ୍ୱିତୀୟ…

ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବୁଣାକାରମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର –ଆଜି ହେଉଛି ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅଗଣିତ ବୁଣାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ର ବିଶ୍ୱରେ ଓଡିଶାର ବୁଣାକାରମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ହସ୍ତତନ୍ତ କ୍ଷେତ୍ରରେ ଆଗୁଆ ରହିଛନ୍ତି । ଏ…

ଭିଜିଲାନ୍ସ ଜାଲରେ ପୁଇଁତଳା ବ୍ଲକ୍ କିରାଣୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀ । ବଲାଙ୍ଗୀର ପୁଇଁତଳା ବ୍ଲକର ବରିଷ୍ଠ କିରାଣୀ ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ହୋଇଛି ଭିଜିଲାନ୍ସ ଚଢାଉ । କିରାଣୀଙ୍କ ବଲାଙ୍ଗିର ସାଗରପଡା ସ୍ଥିତ ଘର ସମେତ…

ଭାରତରେ ନିଜ କୋଭିଡ୍ ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କଲା ନୋଭାଭାକ୍ସ

ନୂଆଦିଲ୍ଲୀ: ଆମେରିକୀୟ ଔଷଧ ନିର୍ମାତା ନୋଭାଭାକ୍ସ ଭାରତରେ ନିଜ କୋଭିଡ୍‌-୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଆବେଦନ ଦାଖଲ କରିଛି । ଭାରତରେ ନିଜ ପାର୍ଟନର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ମାଧ୍ୟମରେ ନୋଭାଭାକ୍ସ ଏହି ଆବେଦନ କରିଛି । ପୂର୍ବରୁ…

ରାଜ୍ୟରେ ୧ ହଜାର ୯୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ବହୁଦିନ ପରେ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ କମ୍

ଭୁବନେଶ୍ୱର – ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧୧ ଶହ ତଳକୁ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୬ ନୂଆ ଆକ୍ରାନ୍ତ । ସଂଗରୋଧରୁ ୬୩୭ ଓ ସ୍ଥାନୀୟ ଅଂଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ…