ଭାରତ ହାତରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଭାରତ ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ। ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବରେ ୨୦୨୧-୨୨ କାର୍ଯ୍ୟକାଳ ମଧ୍ୟରେ ଭାରତ ପ୍ରଥମ ଥର ଅଧ୍ୟକ୍ଷତା ଦାୟିତ୍ବ ତୁଲାଇବ। ଦୁଇ ବର୍ଷ ପାଇଁ ଭାରତ ଏହି ପଦ ସମ୍ଭାଳିବ ।…

ମୁଖ୍ୟ ସଚିବ ଓ ୫ଟି ସଚିବଙ୍କ କଳାହାଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ଭବାନୀପାଟଣା : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତ୍ରୁତ୍ବରେ ଏକ ପ୍ରଶାସନିକ ଟିମ୍ କଳାହାଣ୍ଡି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀଖ୍ୟା କରିଛନ୍ତି । ଏଥିରେ ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରୀଷ୍ଣା, ଏନଏଚଏମ୍…

ଆଜି ଇଂଲଣ୍ଡ ଯିବେ ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ଶ’

କଲମ୍ବୋ: ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ସହ ଯୋଗ ଦେବାକୁ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ' ଆଜି ଇଂଲଣ୍ଡ ଯିବେ। ଶ୍ରୀଲଙ୍କା ଗସ୍ତରେ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ହେବା ପରେ ଶ' ଏବଂ ଯାଦବ ଆଇସୋଲେସନରେ ରହିଥିଲେ। ତେବେ ସଦ୍ୟତମ…

ପଞ୍ଜାବ ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ବିଏସ୍ଏଫ ଗୁଳିରେ ଦୁଇ ଅନୁପ୍ରବେଶକାରୀ ନିହତ

ଫିରୋଜପୁର: ପଞ୍ଜାବର ଫିରୋଜପୁର ସୀମାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ) । ଭାରତ ସୀମାକୁ ପଶିବାକୁ ଉଦ୍ୟମ କଲାବେଳେ ବିଏସ୍ଏଫ୍ ଗୁଳିରେ ପାକିସ୍ତାନର ଦୁଇଜଣ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୯.୪୫ ସମୟରେ ଏହି ଘଟଣା ଘଟିଥିଲା ​​|…

ଗିରଫ ହେଲେ ଓଏସଏସସି ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା ଓଡିଶା ଷ୍ଟାଫ୍ ସିଲେକସନ କମିଶନ- ଓଏସଏସସି ସଦସ୍ୟଙ୍କ କୋଟିପଟି ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଗିରଫ କରାଯାଇଛି । ବିଳମ୍ବିତ ରାତି ଯାଏଁ ତାଙ୍କ ମୋଟ ସଂପତ୍ତିର ଯାଂଚ ହେଲା ପରେ…

ସୀମା ବିବାଦ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଇମ୍ଫାଲ: ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ମିଜୋରାମ ପୋଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏହାଛଡ଼ା ଆସାମର ୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସମେତ ୨୦୦ ଅଜ୍ଞାତ ପୋଲିସ୍…

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଥିବା ନେଇ ବିଏମସିର ସୂଚନା

ଭୁବନେଶ୍ୱର- ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ବିଏମସି ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସୁୁଦ୍ଧା ଟାର୍ଗେଟ ପୂରଣ ହୋଇଛି । ୨ଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ…