ଗିରଫ ହେଲେ ଓଏସଏସସି ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର – ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା ଓଡିଶା ଷ୍ଟାଫ୍ ସିଲେକସନ କମିଶନ- ଓଏସଏସସି ସଦସ୍ୟଙ୍କ କୋଟିପଟି ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଗିରଫ କରାଯାଇଛି । ବିଳମ୍ବିତ ରାତି ଯାଏଁ ତାଙ୍କ ମୋଟ ସଂପତ୍ତିର ଯାଂଚ ହେଲା ପରେ…

ସୀମା ବିବାଦ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କଲା ମିଜୋରାମ ପୋଲିସ

ଇମ୍ଫାଲ: ଉତ୍ତର-ପୂର୍ବ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ମିଜୋରାମ ପୋଲିସ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ଏହାଛଡ଼ା ଆସାମର ୪ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏବଂ ୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସମେତ ୨୦୦ ଅଜ୍ଞାତ ପୋଲିସ୍…

ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଥିବା ନେଇ ବିଏମସିର ସୂଚନା

ଭୁବନେଶ୍ୱର- ଭୁବନେଶ୍ୱରରେ ଶତ ପ୍ରତିଶତ କୋଭିଡ ଟିକାକରଣ ହୋଇଛି । ବିଏମସି ଅତିରିକ୍ତ କମିଶନର ଲକ୍ଷ୍‌ମୀକାନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ଜୁଲାଇ ଶେଷ ସୁୁଦ୍ଧା ଟାର୍ଗେଟ ପୂରଣ ହୋଇଛି । ୨ଟି ଡୋଜ୍ ହିସାବରେ ୧୮ ଲକ୍ଷ ୧୪ ହଜାର ଡୋଜ୍ ଦେବାକୁ ଲକ୍ଷ୍ୟ ରହିଥିଲା । ଗତକାଲି ସୁଦ୍ଧା ୧୮ ଲକ୍ଷ…

ଟୋକିଓ ଅଲିମ୍ପିକ୍ସ: ବନ୍ଦନାଙ୍କ ହ୍ୟାଟ୍ରିକ, ଦକ୍ଷିଣ ଆଫ୍ରିକାକୁ ହରାଇ କ୍ବାର୍ଟର ଆଶା ଉଜ୍ଜୀବିତ କଲା ଭାରତୀୟ ମହିଳା…

ଟୋକିଓ: ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ରେ ପରାସ୍ତ କରିଛି | ଏହା ସହିତ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରଖିଛି | ଭାରତର ଭାଗ୍ୟ ଆୟର୍ଲାଣ୍ଡ ଏବଂ ଗ୍ରେଟ୍ ବ୍ରିଟେନ ମଧ୍ୟରେ ମ୍ୟାଚ୍ ଉପରେ ନିର୍ଭର କରୁଛି। ଯଦି…

ସାର ଯୋଗାଣ ବାବଦରେ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ, ଜୁନ୍‌, ଜୁଲାଇ ମାସରେ ରାଜ୍ୟକୁ କମ୍ ସାର ଯୋଗାଣ ହୋଇଛି । ତୁୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି କରିଛନ୍ତି…

ଟୋକିଓ ଅଲିମ୍ପିକ୍ସ: ଡିସକସ୍ ଫାଇନାଲରେ କମଲପ୍ରୀତ କୌର

ଟୋକିଓ: ଟୋକିଓ ଅଲିମ୍ପିକ୍ସ ମହିଳା ଡିସକସ୍ ଥ୍ରୋ ଇଭେଣ୍ଟରେ ଭାରତର କମଲପ୍ରୀତ କୌର ପଦକ ଆଶା ଦେଇଛନ୍ତି । କମଲପ୍ରୀତ ଚମତ୍କାର ପ୍ରଦର୍ଶନ ସହ ଫାଇନାଲରେ ସ୍ଥାନ ପାଇଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ସେ ଦ୍ୱିତୀୟ ସ୍ଥାନ ହାସଲ କରି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । କ୍ୱାଲିଫିକେସନ୍ ‘ବି’ରେ…

ଅଗଷ୍ଟ କୋରୋନା ଗାଇଡଲାଇନ, ଅପରାହ୍ନ ସାଢେ ୩ଟାରେ ଏସଆରସିଙ୍କ ପ୍ରେସମିଟ୍

ଭୁବନେଶ୍ୱର- ଆଜି ଅପରାହ୍ନ ସାଢେ ୩ଟାରେ ଏସଆରସି ପ୍ରଦୀପ ଜେନା ପ୍ରେସ ବିବୃତି ରଖିବେ । ଅଗଷ୍ଟ ମାସର କୋଭିଡ ଗାଇଡଲାଇନ ନେଇ ସେ ଘୋଷଣା କରିପାରନ୍ତି । ବର୍ତ୍ତମାନର ଆଂଶିକ କଟକଣା ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ରାଜ୍ୟରେ କୋରୋନା ସଂକ୍ରମଣ ଗତ କିଛି ଦିନ ହେବ ହ୍ରାସ ପାଇବାରେ…