ସଂସଦର ସମୟ ନଷ୍ଟ ନକରି ସରକାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରାଜି ହୁଅନ୍ତୁ: ରାହୁଲ

ନୂଆଦିଲ୍ଲୀ: ସଂସଦର ଅଧିକ ସମୟ ନଷ୍ଟ ନକରି ବିରୋଧୀଙ୍କୁ ଗୃହରେ ଦରବୃଦ୍ଧି, କୃଷି ଆଇନ ଏବଂ ପେଗାସସ୍ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ରାଜି ହେବା ଉଚିତ୍ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି । ରାହୁଲ କହିଛନ୍ତି, ସାଂସଦମାନେ ଲୋକଙ୍କ ସ୍ୱର ହେବା ଉଚିତ ଏବଂ…

ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି , ମାମଲା ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

ଭୁବନେଶ୍ୱର – ହାଇକୋର୍ଟରେ ଶୁଣାଣି ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ମାମଲାର ସିଧା ପ୍ରସାରଣ ହେବ । ଏ ନେଇ ହାଇକୋର୍ଟ ପକ୍ଷକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟ ଅଫ୍ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରସିଡିଙ୍ଗସ ରୁଲ୍‌-୨୦୨୧ ପ୍ରଣୟନ ହୋଇଛି । କେଉଁ ସବୁ ମାମଲାର ଲାଇଭ…

କେରଳରେ କରୋନା ସଂକ୍ରମଣ ପୁଣି ଉପରମୁହାଁ, ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦୈନିକ କରୋନା ମାମଲାରେ କ୍ରମାଗତ ବୃଦ୍ଧି ପରେ କେରଳ ଏହି ସପ୍ତାହରୁ ସପ୍ତାହାନ୍ତ ଲକଡାଉନ୍ ବଢାଇବାକୁ ନିଷ୍ପତ୍ତି ନେଇଛି | ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରୁ ଏକ ୬ ଜଣିଆ ଉଚ୍ଚସ୍ତରୀୟ ଟିମ୍ କେରଳ ପଠାଇଛନ୍ତି।…

ଉଚ୍ଛୁଲା ନାଳ ରେ ଫସିଗଲା ବସ, ବସଯାତ୍ରୀ ଙ୍କୁ ଉଦ୍ଧାର କଲେ ଗ୍ରାମବସୀ

ସମ୍ବଲପୁର: ବାମରା ବ୍ଲକ ଅନ୍ତର୍ଗତ ପିଣ୍ଡାପଥର ଠାରେ ଉଚ୍ଛୁଲା ନାଳ ପାରି ହେବା ସମୟ ରେ ଏକ ବସ ଭାସିଯାଇଥିବା ବେଳେ ବସ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଉରକେଲା ରୁ ବାମରା ଦେଇ ସୋଲ ଅଞ୍ଚଳ କୁ ଯାଉଥିବା ତାଜ ନାମକ ଯାତ୍ରୀବସ ଡ୍ରାଇଭର ର…

ଶିଳ୍ପା ଶେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କ ଉପରେ ୩ ଲକ୍ଷ ଟଙ୍କା ଜରିମାନା ଲଗାଇଲା ସେବି

ନୂଆଦିଲ୍ଲୀ: ଷ୍ଟକ୍ ବଜାର ନିୟାମକ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) 'ଭିଆନ୍ ଇଣ୍ଡଷ୍ଟ୍ରିଜ୍' ଲିମିଟେଡ୍, ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ତାଙ୍କ ସ୍ୱାମୀ ରିପୁ ସୁଦାନ କୁନ୍ଦ୍ରା ଓରଫ୍ ରାଜ କୁନ୍ଦ୍ରା ଜରିମାନା କରିଛନ୍ତି। ସେବି ଦ୍ଵାରା ଜାରି ନିର୍ଦ୍ଦେଶ…

ସେରୋ ସର୍ଭେ: ୧୧ ରାଜ୍ୟରେ ଦୁଇ ତୃତୀୟାଂଶ ଲୋକଙ୍କ ଠାରେ ବିକଶିତ ହୋଇଛି ଆଣ୍ଟିବଡି, ମଧ୍ୟପ୍ରଦେଶରେ ସର୍ବାଧିକ, କେରଳରେ…

ନୂଆଦିଲ୍ଲୀ: ଜୁନ୍ ୧୪ରୁ ଜୁଲାଇ ୬ ମଧ୍ୟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା କରାଯାଇଥିବା ଏକ ସେରୋ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୧ଟି ରାଜ୍ୟରେ ଜନସଂଖ୍ୟାର ଅତି କମରେ ଦୁଇ-ତୃତୀୟାଂଶ ଲୋକଙ୍କ ଠାରେ କରୋନାଭାଇରସ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡି…

ଘନୀଭୂତ ହେଲା ଲଘୁଚାପ କ୍ଷେତ୍ର, ଉତ୍ତର ଓଡିଶାରେ ବର୍ଷା

ଭୁବନେଶ୍ୱର- ଉତ୍ତର ବଙ୍ଗୋପସାଗର ଓ ତାହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇଛି । ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡିଶାର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଛି । ଘନୀଭୂତ ହୋଇଥିବା ଲଘୁଚାପ କ୍ଷେତ୍ର…

କରୋନା ଅପଡେଟ୍: ଭାରତରେ ଆଉ ୪୩,୫୦୯ ନୂଆ ମାମଲା, ୬୪୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗତ ଦୁଇ ଦିନ ଧରି ପୁଣି ଉପର ମୁହାଁ ହୋଇଛି | କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪୩ ହଜାରରୁ ଅଧିକ କରୋନା ମାମଲା ପଞ୍ଜିକୃତ ହୋଇଛି। ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୪୩,୫୦୯ ନୂଆ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ଆଉ ୬୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ସଂଗୃହୀତ ତଥ୍ୟ ଅନୁସାରେ ରାଜ୍ୟରେ ଆଉ ୬୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪, ସୁନ୍ଦରଗଡରୁ ୧୦, ଅନୁଗୁଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ…