ମେଡ଼ିକାଲ ଶିକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କୁ ୨୭% ଓ ଆର୍ଥିକ ଅନଗ୍ରସର ବର୍ଗ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା
ନୂଆଦିଲ୍ଲୀ: ଦେଶର ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ କୋଟା (ଏଆଇକ୍ୟୁ) ଅଧୀନରେ ୨୦୨୧-୨୨ ଶିକ୍ଷାବର୍ଷରୁ ଅଣ୍ଡର ଗ୍ରାଜୁଏଟ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ / ଡେଣ୍ଟାଲ୍ ପାଠ୍ୟକ୍ରମ (ଏମବିବିଏସ୍ / ଏମଡି / ଏମ୍ଏସ୍ / ଡିପ୍ଲୋମା / ବିଡିଏସ୍…